ମନୋରଞ୍ଜନ

୬୦ ବର୍ଷରେ ଦ୍ୱିତୀୟ ବିବାହ କଲେ ଆଶିଷ ବିଦ୍ୟାର୍ଥୀ

(ମୁମ୍ବାଇ) :  ଆଜିକାଲି ବଲିଉଡ ଅଭିନେତା ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଭିନେତା ଆଶିଷ ବିଦ୍ୟାର୍ଥୀ ୬୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ରୁପାଲି ଏବଂ ଆଶିଷଙ୍କର କିପରି ହେଲା ଦେଖା ବିବାହ ପରେ ଆଶିଷ ଦେଇଥିବା ଏକ ସାକ୍ଷାତକାରରେ ରୁପାଲିଙ୍କ ସହ ତାଙ୍କର ପ୍ରଥମ ଦେଖା ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ ।

ସେ କହିଥିଲେ, “ଜୀବନର ଏହି ପର୍ଯ୍ୟାୟରେ ରୁପାଲିଙ୍କୁ ବିବାହ କରିବା ଏକ ସାଧାରଣ କଥା । ଏହା ଏକ ଲମ୍ବା କାହାଣୀ। ଆମେ କିଛି ସମୟ ପୂର୍ବରୁ ଭେଟିଥିଲୁ ଏବଂ ସମ୍ପର୍କକୁ ଆଗକୁ ନେବାକୁ ସ୍ଥିର କରିଥିଲୁ । କିନ୍ତୁ ଆମେ ଦୁହେଁ ସାଧାରଣ ଭାବେ ବିବାହ କରିବା ପାଇଁ ଚାହୁଁଥିଲୁ କେବଳ ପରିବାର ସହ ।

Related posts

ନଭେମ୍ବର ୨୩ରେ ପଲାଶ ମୁଚାଲଙ୍କୁ ବିବାହ କରିବେ ସ୍ମୃତି ମନ୍ଧାନା

mahabharatanews

କଙ୍ଗନାଙ୍କୁ କଳା ପତାକା ଦେଖାଇଲା କଂଗ୍ରେସ

mahabharatanews

ଯୋଗୀ ଆଦିତ୍ୟନାଥ ଦେଖିଲେ ‘ଦ କେରଳ ଷ୍ଟୋରି’

mahabharatanews