ମନୋରଞ୍ଜନ

ଏହି କାରଣରୁ ବନ୍ଦ ହେଲା ‘ଦ କପିଲ ଶର୍ମା ସୋ’

(ମୁମ୍ବାଇ) : ବନ୍ଦ ହେଲା ‘ଦ କପିଲ ଶର୍ମା ସୋ’। ଲୋକପ୍ରିୟତା ଦେଶ ତଥା ଦେଶ ବାହାରେ ବି ରହିଛି। ବିଦେଶରେ ବି ଲୋକେ ‘ଦ କପିଲ ଶର୍ମା’ ସୋ’କୁ ଦେଖିବାକୁ ଖୁବ ଭଲ ପାଆନ୍ତି। ବିଦେଶରେ ଏହି ସୋ’ର ଲୋକପ୍ରିୟତା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ହାସ୍ୟାଭିନେତା କପିଲ ତାଙ୍କ ସୋ‘ ‘ଦ କିପଲ ଶର୍ମା’କୁ ତାଲା ପକାଇ ଦେଇଛନ୍ତି। ଆଉ ସମ୍ପୂର୍ଣ୍ଣ ଦଳକୁ ଧରି ସେ ବିଦେଶଗସ୍ତରେ ବାହାରି ପଡ଼ିଛନ୍ତି।

 

 

ସୂଚନାନୁଯାୟୀ , ବିମାନବନ୍ଦରରେ କପିଲ ତଥା ତାଙ୍କ ଟିମଙ୍କୁ ଦେଖିବାକୁ ମିଳିଥିଲା  ସମସ୍ତେ ଆମେରିକାଗସ୍ତରେ ଯାଉଥିବାରୁ ବେଶ ଖୁସି ଥିବା ନଜର ଆସିଥିଲା। ଏହି ଗସ୍ତକୁ ନେଇ କପିଲ କହିଛନ୍ତି, ସେ ତାଙ୍କ ଦଳ ସହିତ ଆମେରିକାରେ ପହଞ୍ଚି ବିଭିନ୍ନ ସ୍ଥାନରେ ସୋ’ କରିବେ। ଏହି ଗସ୍ତ ପାଇଁ ‘କପିଲ ଶର୍ମା ସୋର ସୁଟିଂ କିଛିଦିନ ପାଇଁ ବନ୍ଦ ରହିବ।

Related posts

ସମ୍ପର୍କ ଭାଙ୍ଗିବାକୁ ନେଇ ମୁହଁ ଖୋଲିଲେ ନେହା କକ୍କର

mahabharatanews

ଆଉ ଗୋଟିଏ ଦିନ ବୃଦ୍ଧି ହେଲା କଟକ ବାଲିଯାତ୍ରାର ଅବଧି

mahabharatanews

ଏକାଠି ରହିବେ ନୱାଜୁଦ୍ଦିନ ଏବଂ ଆଲିଆ 

mahabharatanews