ମନୋରଞ୍ଜନ

ମୌନୀଙ୍କ କାନ୍ସ ଲୁକ ହେଲା ଭାଇରାଲ

(ମୁମ୍ବାଇ) :  କାନ୍ସ ଲୁକକୁ ବର୍ତ୍ତମାନ ମୌନୀ ରୟଙ୍କ  ନେଇ ଚର୍ଚ୍ଚା ଜୋର ଧରିଛି । ଖୁବ ଷ୍ଟାଇଲିଷ୍ଟ୍ ଅନ୍ଦାଜରେ ନଜର ଆସିଥିଲେ ଅଭିନେତ୍ରୀ । ମୌନୀ ଏକ ନୀଳ କଲର ଡ୍ରେସରେ ନଜର ଆସିଥିଲେ । ଯେଉଁଥିରେ ସେ ଖୁବ ସୁନ୍ଦର ଦିଶୁଥିଲେ ।

ସୂଚନାନୁଯାୟୀ ,ମୌନୀ ରୟ ନିଜେ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି   କ୍ୟାପସନରେ ଲେଖି ସେ ସୂଚନା ଦେଇଥିଲେ ଯେ, ସେ ଏପରି ଅନ୍ଦାଜରେ କାନ୍ସ ଫ୍ୟାସନ୍ ଇଭେଣ୍ଟର ରେଡ୍ କାର୍ପେଟରେ ୱାକ୍ କରିଥିଲେ । ହେଲେ ଦର୍ଶକଙ୍କୁ କିଛି ଖାସ୍ ପସନ୍ଦ ଆସିନଥିଲା ତାଙ୍କ ଲୁକ୍ ।ମୌନୀ ରୟଙ୍କୁ ପରିହାସ କରି ଜଣେ ଉପଭୋକ୍ତା ଲେଖିଛନ୍ତି – ଆରେ, ଜାଲର ମାଲିକ କୁଆଡେ ଗଲେ, ତାଙ୍କୁ କୁହ ଯେ ତାଙ୍କ ଜାଲରେ ଏକ ବିରାଟ ମାଛ ଫସି ରହିଛି ।

Related posts

ରିଲିଜ ହେଲା ଶେହନାଜ ଗିଲଙ୍କ ଗୀତ ‘ୟାର କା ସତାୟା ହୁଆ’

mahabharatanews

ଭାଇରଲ ହେଉଛି ବିରୁଷ୍କାଙ୍କ ପ୍ରେମଭରା ଭିଡିଓ 

mahabharatanews

୨୪ରେ ହାତକୁ ଦି ହାତ ହେବେ ପରିଣୀତି ଓ ରାଘବ 

mahabharatanews