ମନୋରଞ୍ଜନ

ରିଲିଜ ହେଲା ଫିଲ୍ମ ‘ଡ୍ରିମ୍ ଗାର୍ଲ ୨’ର ଟିଜର 

(ମୁମ୍ବାଇ) : ଆୟୁଷ୍ମାନ ଖୁରାନା ନିଜ ଭିନ୍ନ ଷ୍ଟାଇଲ୍ ଅଭିନୟ ପାଇଁ ବେଶ୍ ଜଣାଶୁଣି । ତାଙ୍କର ଫିଲ୍ମ ‘ଡ୍ରିମ୍ ଗାର୍ଲ’ ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା। ଏହାରି ମଧ୍ୟରେ ଅଭିନେତା ଫିଲ୍ମ ‘ଡ୍ରିମ୍ ଗାର୍ଲ ୨’କୁ ନେଇ ଚର୍ଚ୍ଚାରେ ଅଛନ୍ତି ।  ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ଏକ ନୂତନ ଟିଜର ରିଲିଜ୍ ହୋଇଛି  । ଯାହା ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି । ସୋସିଆଲ୍ ମିଡିଆରେ ଆୟୁଷ୍ମାନଙ୍କ ଡ୍ରିମଗର୍ଲ ଲୁକ୍ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ସୂଚନାନୁଯାୟୀ ,  ଟିଜର ଆରମ୍ଭ ଏକ ଫୋନ୍ କଲରୁ ହେଉଛି ଯେଉଁଥିରେ ପୁଜା ରକି ନାମକ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି । ଫିଲ୍ମର ପ୍ରଥମ ଲୁକ୍ ଖୁବ ଶୀଘ୍ର ମୁକ୍ତିଲାଭ କରିବ ପୂଜାଙ୍କ ରହସ୍ୟ ଏବଂ ରକିଙ୍କର ରୋମାଣ୍ଟିତ୍ ଅନ୍ଦାଜ୍ ସହ ରିଲିଜ୍ ହୋଇଯାଇଛି ‘ଡ୍ରିମ୍ ଗାର୍ଲ ୨’ ର ନୂଆ ଟିଜର । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କର ଲାଇକ୍ କମେଣ୍ଟର ବର୍ଷା ହେଉଛି ।

Related posts

ରାକ୍ଷୀଙ୍କୁ ଅଚାନକ ନିସ୍ତୁକ ମାଡ଼

mahabharatanews

ବିମାନ ଦୁର୍ଘଟଣାରେ ହଲିଉଡ୍‌ ଅଭିନେତା ଖ୍ରୀଷ୍ଟିଆନ ଓଲିଭର ମୃତ

mahabharatanews

ନଭେମ୍ବର ୨୩ରେ ପଲାଶ ମୁଚାଲଙ୍କୁ ବିବାହ କରିବେ ସ୍ମୃତି ମନ୍ଧାନା

mahabharatanews