ମନୋରଞ୍ଜନ

ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି ବରୁଣ ଓ ଜାହ୍ନବୀଙ୍କ ଫିଲ୍ମ ‘ବୱାଲ’

(ମୁମ୍ବାଇ)  : ବଲିଉଡର ସୁପର କୁଲ୍ ଅଭିନେତା ବରୁଣ ଧୱନ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ । ନିଜର ଅଭିନୟ ମାଧ୍ୟମରେ ସେ ବଲିଉଡରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଛନ୍ତି।  ଅଭିନେତ୍ରୀ ଜାହ୍ନବୀ କପୁରଓ ବରୁଣଙ୍କ ଓଟିଟି‌ ପ୍ଲାଟଫର୍ମ ଆମାଜନ ପ୍ରାଇମ୍ ଭିଡିଓରେ  ଫିଲ୍ମ ବୱାଲରେ ନଜର ଆସିବେ । ଫିଲ୍ମଟି ଜୁଲାଇ ୨୧ରେ ରିଲିଜ୍ ହୋଇଛି  ।

ସୂଚନାନୁଯାୟୀ , ଭାଇରାଲ ହେଉଥିବା ଫଟୋରେ ସେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ କାନକୁ କାମୁଡ଼ି ଦେଉଥିବା ଦେଖାଯାଇଛି। ଏ ମଧ୍ୟରେ ସୋସିଆଲ ମିଡିଆରେ ବରୁଣ ଏବଂ ଜାହ୍ନବୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଏବଂ ଏହି ଫଟୋ ହେତୁ ସୋସିଆଲ ମିଡିଆରେ ‘ବୱାଲ’ ଅଭିନେତାଙ୍କୁ ଟ୍ରୋଲ କରାଯାଉଛି।

Related posts

ପରଲୋକରେ ଟେଲିଭିଜନ ଉପସ୍ଥାପକ ଉମା ରାମାନନ  

mahabharatanews

ଜାକଲିନଙ୍କ ସୋସାଇଟିରେ ଅଗ୍ନିକାଣ୍ଡ 

mahabharatanews

ଆରପାରିରେ ତାମିଲ ଅଭିନେତା ମନୋବାଲା

mahabharatanews