ମନୋରଞ୍ଜନ

ପରଲୋକରେ ଅଭିନେତା ମାର୍କ ମାଙ୍ଗୋଲିସ

(ଆମେରିକା) : ପରଲୋକରେ ଆମେରିକାର ଲୋକପ୍ରିୟ ଟେଲିଭିଜନ ସୋ’ ‘ବ୍ରେକିଙ୍ଗ ବ୍ୟାଡ’ ଏବଂ ‘ବେଟର୍‌ କଲ  ଶାଉଲ’ରେ ଅଭିନୟ କରିଥିବା ଅଭିନେତା ମାର୍କ ମାଙ୍ଗୋଲିସ। ୮୩ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସବୁଠାରୁ ବଡ଼ କଥା ହେଉଛି ସେ କୌଣସି ରୋଗରେ ପୀଡିତ ନଥିଲେ ଅଚାନକ ଚାଲିଯିବା ଘଟଣା ସମସ୍ତଙ୍କୁ ସବ୍ଧ କରିଦେଇଛି ।

ଅଭିନେତା ମାର୍କ ମାଙ୍ଗୋଲିସଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର କୋଷ୍ଟାର ଇନଷ୍ଟାଗ୍ରାମ ଜରିଆରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଇନଷ୍ଟାଗ୍ରାମରେ ସେ ଲେଖିଥିଲେ, ‘ମୁଁ ମୋର ସାଙ୍ଗର ମୃତ୍ୟ ଖବର ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛି।

 

Related posts

 ଶଶୁର ଓ ସ୍ବାମୀ ବଚ୍ଚନଙ୍କ ନଜର ଆସିଲେ ଐଶ୍ବର୍ଯ୍ୟା

mahabharatanews

ବଲିଉଡରେ ଅଭିନେତ୍ରୀଙ୍କର ଥାଏ ଏକ୍ସପାରୀ ଡେଟ୍…

mahabharatanews

ଇଡିକୁ ୨ସପ୍ତାହର ସମୟ ମାଗିଲେ ରଣବୀର 

mahabharatanews