ମନୋରଞ୍ଜନ

ଓଟିଟି ପ୍ଲାଟ୍‌ଫର୍ମରେ ‘ଗଦର ୨’ 

(ମୁମ୍ବାଇ) : ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଗଦର ୨’ର ସଫଳତାକୁ ମନଉଥିବା ବେଳେ ପ୍ରଶଂସକମାନଙ୍କ ପାଇଁ ଆଉ ଏକ ଭଲ ଖବର ରହିଛି।  ଫିଲ୍ମଟି ବକ୍ସ ଅଫିସରେ ୫୦୦କୋଟି ଟଙ୍କା ଆୟ କରିବା ପରେ ଏହା ବଲିଉଡ୍‌ର ଖୁବ୍ ଅଧିକ ରୋଜଗାର କରିଥିବା ସିନେମା ମଧ୍ୟରେ ସାମିଲ୍‌ ହୋଇଯାଇଛି। ଫିଲ୍ମ ‘ଗଦର ୨’ ବଡ ପରଦାରେ ହଇଚଇ ସୃଷ୍ଟି କରିବା ପରେ ଏବେ ଓଟିଟି ଭର୍ସନ ରିଲିଜ୍‌ ହେବାକୁ ଯାଉଛି ।

ସୂଚନାନୁଯାୟୀ , ତେବେ ଜାଣିବାକୁ ମିଳିଛି ଯେ ସିନେମାର ରାଇଟ୍‌ସ ବା ଅଧିକାର ଓଟିଟି ପ୍ଲାଟ୍‌ଫର୍ମ ଜି୫କୁ ମିଳିଛି। ଫିଲ୍ମଟି ଆସନ୍ତାମାସ ବା ଅକ୍ଟୋବର ୬ ତାରିଖରେ ଏଠାରେ ରିଲିଜ୍‌ ହେବ।

Related posts

 ୨୦୦ କୋଟି କଲେକ୍ସନ କଲା ‘ପୋନିୟିନ୍ ସେଲଭାନ୍ ୨’

mahabharatanews

ଅନୁଭବଙ୍କ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ରିଲିଜ

mahabharatanews

ଫିଲ୍ମ ‘ଓଏମଜି-୨’ ରିଲିଜ ଉପରେ ସେନ୍ସର ବୋର୍ଡ ଲଗାଇଲେ ରୋକ୍

mahabharatanews