ଭାରତ

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

(ଜମ୍ମୁକାଶ୍ମୀର) : ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ମୃତ । ଗତକାଲି ରାତିରେ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ନିରାପତ୍ତା ବଳ ଜଣେ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିବା ସହିତ ଆଉ ଜଣଙ୍କ ଉପରକୁ ଗୁଳି ଚଳାଇ ଅନୁପ୍ରବେଶ ଉଦ୍ୟମ ବିଫଳ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସୂଚାନନୁଯାୟୀ ,ରାତ୍ରୀର ଅନ୍ଧକାରରେ କେତେଜଣ ଆତଙ୍କବାଦୀ ଲୁଚି ଲୁଚି ସୀମା ଏପାରିକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଦେଗୱାର୍‌ ସେକ୍ଟର୍‌ରେ ସଜାଗ ଥିବା ଯବାନମାନଙ୍କ ଦୃଷ୍ଟିରେ ପଡ଼ିଥିଲେ। ତା’ପରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା ।

 

Related posts

ଫେରାର ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଲାଷ୍ଟ ଲୋକେସନ୍ ଓଡ଼ିଶାର ପୁରୀ

mahabharatanews

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ

mahabharatanews

ୟୁରୋପ ଗସ୍ତରେ  ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

mahabharatanews