ଓଡିଶା

ନବ ଦାସ ହତ୍ୟା ମାମଲା; ଆଜି ଗୋପାଳ ବିରୋଧରେ ଚାର୍ଜଫ୍ରେମ୍ 

(ଭୁବନେଶ୍ୱର) : ଆଜି କୋର୍ଟରେ   ହାଜର ହେବେ ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ । ଝାରସୁଗୁଡ଼ା ଜିଲ୍ଲା ଅତିରିକ୍ତ ଦୌରା ଜଜ୍‌ଙ୍କ କୋର୍ଟରେ ହାଜର ହେବ।  ଆଜି ନବ ଦାସ ହତ୍ୟା ମାମଲାରେ ଗୋପାଳ ବିରୋଧରେ କୋର୍ଟରେ ଚାର୍ଜଫ୍ରେମ୍ ହେବ।

ସୂଚନାନୁଯାୟୀ , ୨୬ ତାରିଖରେ ଗୋପାଳ କୋର୍ଟରେ ହାଜର ହେବା ପରେ ଷ୍ଟେଟ୍ ଡିଫେନ୍ସ କାଉନସିଲ ନରେଶ ନାୟକଙ୍କୁ ତା’ର ଓକିଲ ଭାବେ କୋର୍ଟ ନିଯୁକ୍ତ କରିଥିଲେ। ତେବେ ବୁଧବାରଏହା ପରଠାରୁ ମାମଲାର ଶୁଣାଣି ଆରମ୍ଭ ହେବ। ବୁଧବାର ସକାଳୁ ଗୋପାଳକୁ କଟକ ଜିଲ୍ଲା ଚୌଦ୍ବାର ଜେଲରୁ ଝାରସୁଗୁଡ଼ା ଅଣାଯିବା ପରେ କୋର୍ଟରେ ହାଜର କରାଯିବ।

Related posts

 ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଏବଂ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ 

mahabharatanews

ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

mahabharatanews

ହାଇକୋର୍ଟରେ ପଡିରହିଛି ୧ ଲକ୍ଷ ୭୨ ହଜାର ୬୭୪ ମାମଲା

mahabharatanews