ଓଡିଶା

ଆସୁଛି ରାକ୍ଷୀ ପୂର୍ଣ୍ଣିମା, ବଜାରରେ ପ୍ରବଳ ଭିଡ଼

(ପୁରୀ) : ଆସୁଛି ରାକ୍ଷୀ ପୂର୍ଣ୍ଣିମା । ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବେ । ଏଥିସହ ସମସ୍ତ ଭାଇ ଭଉଣୀ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ରାଜ୍ୟର ପ୍ରତି ମାର୍କେଟରେ ଗହଳି ଚହଳି ଦେଖିବାକୁ ମିଳୁଥିବେ ବେଳେ ଭୁବନେଶ୍ୱରର ମାର୍କେଟ ବିଲଡିଂ ବାଦ ପଡିନି  । କିଏ ଭାଇ ପାଇଁ ରାକ୍ଷୀ କିଣୁଛି ତ କିଏ ଭୌଂଇପ[ଏଇ ଉପହାରଟିଏ କିଣି ଦିନଟିକୁ ଉପଭୋଗ କରିବାକୁ ଚାହୁଁଥିବା ଦେଖିବାକୁ ମିଳିଛି

ସୂଚନାନୁଯାୟୀ ,  ଅନ୍ୟପଟେ ଶ୍ରୀମନ୍ଦିରରେ ବର୍ଷ ତମାମ ପାଳିତ ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ବ ରହିଛି । ଗହ୍ମାପୂର୍ଣ୍ଣମୀ ଓ ବଳଭଦ୍ର ଜନ୍ମୋତ୍ସବ ପାଇଁ ଏହି ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

Related posts

ନବରଙ୍ଗପୁରରେ ଅଜଣା ଭୂତାଣୁ ଚି଼ହ୍ନଟ

mahabharatanews

 ୯ ଓ ୧୦ରେ ମିଲେଟସ୍ ଆନ୍ତର୍ଜାତିକ ସମ୍ମିଳନୀ

mahabharatanews

ପୁଲିସ ସୁରକ୍ଷା ମଧ୍ୟରେ ହଜିଗଲା ମାସ୍କ, ସାମାଜିକ ଦୂରତ୍ୱ

mahabharatanews