ମନୋରଞ୍ଜନ

ଭାଇଜାନଙ୍କୁ ଏଭଳି ଦେଖି ଚିନ୍ତିତ ହୋଇପଡିଲେ ଫ୍ୟାନ

(ମୁମ୍ବାଇ) : ସବୁବେଳେ ଚର୍ଚାରେ ରହିଆସିଛନ୍ତି ଭାଇଜାନ । ତବେ ଏଥର କାହିଁକି ଚର୍ଚାକୁ ଆସିଛନ୍ତି ତାହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।  ଏହା ପଛର କାରଣ ହେଉଛି ତାଙ୍କର ଲୁକ୍। କେହି କେହି ପଚାରୁଛନ୍ତି ଏମିତି କ’ଣ ହେଲା ଯେ ତାଙ୍କୁ ଲଣ୍ଡା ହେବାକୁ ପଡିଲା

ସୂଚନାନୁଯାୟୀ , ତାଙ୍କର ଏମିତି ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ତାଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ମଧ୍ୟ କଳ୍ପନା କରୁଛନ୍ତି। ତ ଆଉ କେହି କେହି ଏହାକୁ ଶାହରୁଖ ଖାନଙ୍କ ‘ଯବାନ’ର ପ୍ରମୋଶନ ବୋଲି ମଧ୍ୟ କହୁଛନ୍ତି। ଏହାର କାରଣ ହେଉଛି ଶାହରୁଖ ଖାନ ମଧ୍ୟ ‘ଯବାନ’ରେ ଲଣ୍ଡିତ ମସ୍ତକରେ ନଜର ଆସିଛନ୍ତି। ଏହି କାରଣରୁ ସଲମାନଙ୍କ ଲାଟେଷ୍ଟ ଲୁକ୍ ଏବଂ କିଙ୍ଗ ଖାନଙ୍କ ଫିଲ୍ମ ମଧ୍ୟରେ ସଂଯୋଗ ଥିବା କୁହାଯାଉଛି।

Related posts

ଭାରତର ପ୍ରଥମ ସାଇଫାଇ ଫିଲ୍ମ ‘କୋଇ … ମିଲ ଗୟା’ ରିଲିଜ

mahabharatanews

ମୋଦୀ ଷ୍ଟାଡିୟମରେ ଅନୁଷ୍କା ଶର୍ମା

mahabharatanews

୫୦୦ କୋଟି ଟଙ୍କା କ୍ଲବରେ ସାମିଲ୍ ହେଲା ଫିଲ୍ମ ‘ଜୱାନ’

mahabharatanews