ଭାରତ

ଜି-୨୦ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ

(ଦିଲ୍ଲୀ) : ସଜେଇ ହେଉଛି ଦିଲ୍ଲୀ ।  ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ହେବ। ସଦସ୍ୟ ଦେଶର ଶୀର୍ଷ ନେତାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ। ଏଥିପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସୂଚନାନୁଯାୟୀ ,  ଗୃହ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ସୁରକ୍ଷା ସଂପର୍କରେ ଘନ ଘନ ବୈଠକ ହେଉଛି। ସେପ୍ଟେମ୍ବର ୯ ତାରିଖରେ ସମ୍ମିଳନୀ ଆରମ୍ଭ ହେଲେ ସୁଦ୍ଧା ଏହାର ୩ ଦିନ ପୂର୍ବରୁ ଅତିଥି ମାନେ ଆସି ପହଞ୍ଚିବେ। ଜି-୨୦ ପ୍ରତିନିଧିଙ୍କ ସୁରକ୍ଷା ପାଇଁ ୫୦ ଟିମ୍‌ ସିଆରପିଏଫ୍‌ ବାହିନୀ ମୁତୟନ ହେବେ। ଗ୍ରେଟର ନଏଡ଼ାର ଭି‌ଆଇପି ସିକ୍ୟୁରିଟି ‌ଟ୍ରେନିଂ ସେଣ୍ଟରରେ ସିଆରପିଏଫ୍‌ ୧ ହଜାର ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ମୁତୟନ କରିବ।

Related posts

ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ : ଟଳିଲେ ୩ ପୋଲିସ କର୍ମଚାରୀ

mahabharatanews

ସାରା ଦେଶର ପୁଲିସଙ୍କୁ ‘ୱାନ ନେସନ,ୱାନ ୟୁନିଫର୍ମର’ ପ୍ରସ୍ତାବ ଦେଲେ ମୋଦି

mahabharatanews

ଆଜି ମୁମ୍ବାଇରେ ଖୋଲିଲା ଦେଶର ପ୍ରଥମ ଆପଲ୍ ଷ୍ଟୋର

mahabharatanews