ଭାରତ

‘ଜୱାନ’ରିଲିଜ ପୂର୍ବରୁ ତିରୁପତିଙ୍କୁ ଦର୍ଶନ କଲେ କିଙ୍ଗଖାନ

(ମୁମ୍ବାଇ) :  କିଙ୍ଗ ଖାନ ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତଙ୍କର ଆଗାମୀ ଚଳଚ୍ଚିତ୍ର ‘ଜୱାନ’ ମୁକ୍ତିଲାଭ କରିବାକୁ ଯାଉଛି । ଶାହରୁଖଙ୍କ ଏହି ଫିଲ୍ମ ସେପ୍ଟେମ୍ବର ୭ ତାରିଖରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ରିଲିଜ ହେବା ପୂର୍ବରୁ ଶାହରୁଖ ଖାନ ଝିଅ ସୁହାନା ଖାନ ଏବଂ ନୟନତାରାଙ୍କ ସହ ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ।

ସୂଚନାନୁଯାୟୀ , ଶାହରୁଖ କିଛିଦିନ ତଳେ ମା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାକୁ ଜାମ୍ମୁକାଶ୍ମୀର ଯାଇଥିଲେ। ସେଠାରେ ସେ ମା ଙ୍କ ମନ୍ଦିରକୁ ଯାଇ ଫିଲ୍ମର ସଫଳତା ନେଇ ପୂଜାର୍ଚ୍ଚନା କରିଥିଲେ । ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ଭିଡିଓ ବହୁତ ଭାଇରାଲ ହୋଇଥିଲା।

 

Related posts

ନୀତା ଅମ୍ବାନୀ ଦ୍ୱିତୀୟ ଥର ପାଇଁ ହେଲେ ‘ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି’ର ସଦସ୍ୟ

mahabharatanews

ରାମେଶ୍ୱରାମ କାଫେ ବୋମା ବିସ୍ଫୋରଣ; ୪ ଗିରଫ

mahabharatanews

 ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ତାଇୱାନ ରାଷ୍ଟ୍ରପତି 

mahabharatanews