ମନୋରଞ୍ଜନ

ଆଖି ବୁଜିଲେ ବିଶ୍ବସୁନ୍ଦରୀ ପ୍ରତିଯୋଗୀ ଶେରିକା ଡି ଅର୍ମାସ

(ଦିଲ୍ଲୀ) : ବିଶ୍ବସୁନ୍ଦରୀ-୨୦୧୫ ପ୍ରତିଯୋଗିତାରେ ପ୍ରତିଯୋଗୀ ଥିବା ଶେରିକା ଡି ଅର୍ମାସଙ୍କ ଅଚାନକ ମୃତ୍ୟୁ ହୋଇଛି। ସେ ୨୦୧୫ରେ ବିଶ୍ବସୁନ୍ଦରୀ ପ୍ରତିଯୋଗିତାରେ ଉରୁଗୱେରୁ ପ୍ରତିନିଧିତ୍ୱ କରିଥିଲେ । ତେବେ  ଶେରିକା ଡି ଅର୍ମାସ୍ ଗର୍ଭାଶୟ କର୍କଟରେ ପୀଡ଼ିତ ଥିଲେ। ୨୬ବର୍ଷ ବୟସରେ ଅକ୍ଟୋବର ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ , ଡି ଅର୍ମାସଙ୍କ କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ଚାଲିଥିଲା। ସେ ସୁସ୍ଥ ହୋଇଯିବେ ଶୁଣିବାକୁ ମିଳୁଥିଲା କିନ୍ତୁ ବିଧିରବିଧାନ କିଛି ଅଲଗା ଥିଲା  । ତାଙ୍କର ଏଭଳି ମୃତ୍ୟୁ ଖବର ଶୁଣିବା ପରେ  ପ୍ରଶଂସକ ଓ ସମ୍ପର୍କୀୟ  ମଧ୍ୟରେ ଶୋକରଛାୟା ଖେଳି ଯାଇଛି।

Related posts

ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିକେଟର ନବଦୀପ

mahabharatanews

ଫେରିଲେ ପ୍ରୀତି ଜିଣ୍ଟ

mahabharatanews

ଦୁବାଇରେ ଗିରଫ ହୋଇଥିଲେ କି ରାହତ ଫତେ ଅଲୀ ଖାନ?

mahabharatanews