ମନୋରଞ୍ଜନ

୧୨୦୦ କୋଟି ଆୟ କରି ଚର୍ଚାରେ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’

(ମୁମ୍ବାଇ) : ଗତ ତିନି ଦିନ ହେବ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ର ଆୟ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଦିନ ଏହି ଫିଲ୍ମ ଏତେ ବେଶି ଆୟ କରିଛି ଯେ ୩୯ ଦିନରେ ସିନେମାଟି ବଲିଉଡର ସର୍ବାଧିକ ଆୟ କରିଥିବା ଫିଲ୍ମର ରେକର୍ଡ ସୃଷ୍ଟି କରିଛି। ଫିଲ୍ମଟି ରୋଜଗାର ବେପାର ଦୃଷ୍ଟିରୁ ଏକ ନମ୍ବରରେ ସ୍ଥାନ ପାଇଛି।

ସୂଚନାନୁଯାୟୀ ,ସେପ୍ଟେମ୍ବର ୭ ତାରିଖରେ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ ରିଲିଜ ହେବା ପରେ ଅନେକ ବଲିଉଡ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। କିନ୍ତୁ ଏହି ଫିଲ୍ମ ଉପରେ ସେସବୁ ଫିଲ୍ମର କୌଣସି ପ୍ରଭାବ ପଡିଥିବାର ଦେଖିବାକୁ ମିଳିନାହିଁ। ଏବେ ସୁଦ୍ଧା ସିନେମାଟି ସମୁଦାୟ ୬୩୩.୭୮ କୋଟି ଟଙ୍କା ରୋଜଗାର କରି ସାରିଥିବା ବେଳେ ବିଶ୍ବ ସ୍ତରରେ ୧୧୩୨.୭୮ କୋଟି ଟଙ୍କାର ଆୟ କରି ସାରିଲାଣି। ଫିଲ୍ମ‌ଟି ୩୮ ଦିନରେ ୧.୭୫ କୋଟି ଟଙ୍କାର ବେପାର କରି ସାରିଲାଣି।

 

Related posts

୧୦୦ କୋଟି କ୍ଲବରେ ସାମିଲ ହେଲା ‘The Keral Story’

mahabharatanews

ମୁଁ ମନ୍ଦିର ଆଗକୁ ବି ଯିବି’ : ସାରା

mahabharatanews

ଦଶମ ଦିନରେ ‘ଦ କେରଳ ଷ୍ଟୋରି’  

mahabharatanews