ମନୋରଞ୍ଜନ

‘ଟାଇଗର-୩’କୁ ନେଇ ଏପରି କିଛି କହିଲେ ସଲମାନ ଖାନ

(ମୁମ୍ବାଇ) :  ସୁପର୍‌ଷ୍ଟାର୍‌ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ଫିଲ୍ମ ‘ଟାଇଗର-୩’କୁ ନେଇ ଦର୍ଶକଙ୍କ ମନରେ ଖୁସି ଖେଳିଯାଇଛି । ନିକଟରେ ନିର୍ମାତା ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ କରିଥିଲେ। ଟ୍ରେଲରକୁ ଦେଖିବା ପରେ ପ୍ରଶଂସକମାନେ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି। କ୍ୟାଟ୍‌ ଏହି ସିନେମାରେ ଜୋୟା ଭୂମିକାରେ ଅଭିନୟ କରି ସଭିଙ୍କ ମନକୁ ମୋହିଛନ୍ତି।

ସୂଚନାନୁଯାୟୀ ,‘ଟାଇଗର-୩’ର ଟ୍ରେଲର୍‌ ଲଞ୍ଚ୍‌ ପରେ ସଲ୍‌ମାନ କହିଛନ୍ତି, ‘‘ଟାଇଗର୍‌ର ଟ୍ରେଲ୍‌ର ଉପରେ ଲୋକଙ୍କ ପ୍ରତିକ୍ରିୟା ମୋତେ ଆଶ୍ଚର୍ଯ୍ୟ କରିଛି। ମୁଁ ସୌଭାଗ୍ୟବାନ୍‌ ‌ଯେ ମୋର କ୍ୟାରିୟରରେ ମୁଁ ଏପରି ଚଳଚ୍ଚିତ୍ର ପାଇଛି। ଟ୍ରେଲର ଲଞ୍ଚ ପରେ ଏତେ ପ୍ରଶଂସା ଏବଂ ଏତେ ଉତ୍ସାହ ଦେଖିବା ପ୍ରକୃତରେ ସ୍ୱତନ୍ତ୍ର ଏବଂ ଏକ ବିରଳ ଅନୁଭବ। ମୁଁ ଖୁସି ଯେ ଆମର ଟ୍ରେଲର ହିଟ୍ ହୋଇଛି ।

Related posts

ହାତକୁ ଦି ହାତ ହେବେ ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା

mahabharatanews

ଆସନ୍ତାକାଲି ରିଲିଜ୍‌ ହେବ ସୁପର୍‌ଷ୍ଟାର୍‌ ପ୍ରଭାସଙ୍କ ‘ସାଲାର’ 

mahabharatanews

ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ ଆର୍ଯ୍ୟନ୍ ଖାନ

mahabharatanews