ଓଡିଶା

ସରିଲା ଆଲୋଚନା , ହେବନାହିଁ ବସ ଧର୍ମଘଟ 

(ଭୁବନେଶ୍ୱର) : ସରିଲା ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ବସ୍‌ ମାଲିକ ସଂଘ ଆଲୋଚନା । ଆଲୋଚନା ପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତ ଯେ ବସ୍‌ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ । ୩୧ରୁ ବସ ଧର୍ମଘଟ ହେବ ବୋଲି ସଙ୍ଘ ନିଷ୍ପତି ନେଇଥିଲା ।

ସେ ଆହୁରି କହିଛନ୍ତି ଯେ, ବସ୍‌ ମାଲିକଙ୍କୁ ଯେଭଳି ଅସୁବିଧା ନହେବ, ସେଥିପ୍ରତି ବି ଦୃଷ୍ଟି ଦିଆଯିବ । କୌଣସି ଆନ୍ଦୋଳନ କରାଯିବନି, ଆଲୋଚନାରେ ସମାଧାନ ହେବ । ଯେଉଁଠି ବସ୍‌ ଚାଲୁନଥିଲା ସେଠି ଆମେ ବସ୍‌ ଚଳାଉଛୁ । ସୁଦ୍ଧା ଲିଖିତ ଭାବେ ଦେବେ । କୌଣସି ଆନ୍ଦୋଳନ କରାଯିବନି, ଆଲୋଚନାରେ ସମାଧାନ ହେବ ବୋଲି ସେ କହିଛନ୍ତି । ବସ୍‌ ମାଲିକ ଓ ସରକାରଙ୍କ ଲକ୍ଷ୍ୟ ସମାନ, ପରିବହନ ସେବା ଯୋଗାଇବ ।

Related posts

ଆଉ ୬ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ୭୦ ଛୁଇଁଲା ମୃତ୍ୟୁ ସଂଖ୍ୟା

mahabharatanews

ଉଦ୍ଧାର ହେଲା ନବଜାତ ଶିଶୁ

mahabharatanews

ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ- 2026 ଜିଲ୍ଲାସ୍ତରୀୟ ଯୁଵୋତ୍ସବ

mahabharatanews