ଓଡିଶା

ଆସୁଛି ସନ୍ନି ଦେୱଲଙ୍କ ଗଦର -୩

(ମୁମ୍ବାଇ) : ‘ଗଦର’ ଏବଂ ଗଦର-୨ ପରେ ଆସୁଛି ଗଦର -୩ । ତେବେ ଏହାକୁ ଦର୍ଶକମାନେ ଉତ୍ସାହର ଅପେକ୍ଷା କରିଛନ୍ତି। ‘ଗଦର’ ଏବଂ ଗଦର-୨ ପରେ ସନ୍ନି ଓ ଅମିଷା ମଧ୍ୟ ‘ଗଦର-୩’କୁ ନେଇ ବେଶ ଉତ୍ସାହିତ ଥିବା ଜଣାପଡ଼ିଛି। ଏହି କ୍ରମରେ ଅନିଲ ଶର୍ମା ଦର୍ଶକଙ୍କ ପାଇଁ ‘ଗଦର-୩’ ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣାପଡିଛି ।

ସୂଚନାନୁଯାୟୀ , ସନ୍ନି ଦେୱଲ ତାରା ସିଂ ହୋଇ ଦର୍ଶକଙ୍କୁ ପୁଣି ଥରେ ପରଦାରେ ଜଲୱା ଦେଖାଇବାକୁ ସମ୍ପୂର୍ଣ୍ଣ ଭାବେ  ପ୍ରସ୍ତୁତ ଅଛନ୍ତି। ‘ଗଦର-୨’ର ସୁପରଡୁପର ହିଟ ହେବା ଦେଖି ଏହି ଚଳଚ୍ଚିତ୍ରର ନିର୍ମାତାମାନେ ଏହାର ତୃତୀୟ ଭାଗ ପ୍ରସ୍ତୁତି ପାଇଁ ବେଶ ଆଗ୍ରହ ଦେଖାଇଛନ୍ତି। ‘ଗଦର-୩’ର ସୁଟିଂ ପାଇଁ ବି ସୁଟିଂ ଟିମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି।

 

 

Related posts

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ଉପଲବ୍ଧ ହେବ: ମୁଖ୍ୟମନ୍ତ୍ରୀ

mahabharatanews

 ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟରେ ଶ୍ରମିକଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ

mahabharatanews