ଓଡିଶା

ଆଜିଠୁ ରାତିରେ କମିବ ତାପମାତ୍ରା

(ଭୁବନେଶ୍ୱର) : ଆଜିଠୁ ମେଘମୁକ୍ତ ରହିବ ଓଡିଶା । ରାତିରେ କମିବ ତାପମାତ୍ରା । ପାଖାପାଖି ୨ରୁ ୩ ଡିଗ୍ରି ଯାଏ ରାତି ତାପମାତ୍ରା କମିବା ଫଳରେ ଅଳ୍ପ ଅଳ୍ପ ଥଣ୍ଡା ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଦୀପାବଳିକୁ ପାଗ ଶୁଖିଲା ଓ ଖରାଟିଆ ରହିବ।

ସୂଚନାନୁଯାୟୀ ,ଏହି ସପ୍ତାହକରେ ଥଣ୍ଡା ବଢ଼ିବ, କମିବ ଓ ପୁଣି ଥରେ ବଢ଼ିବ। ୧୭ରୁ ଦକ୍ଷିଣ ଉପକୂଳରେ ପାଗ ମେଘୁଆ ହେବାର ସମ୍ଭାବନା ରହିଛି।  ଭୁବନେଶ୍ବର ସମେତ ଉପକୂଳରେ ଆଜିଠୁ ଅର୍ଥାତ ବୁଧବାର ରାତିରୁ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧.୫ ଡିଗ୍ରିକୁ କମିବ। ୨ ଦିନ ପରେ ଅର୍ଥାତ ୧୦ ତାରିଖରୁ ବଢ଼ି ପୁଣି ଥଣ୍ଡା କମିବ।

Related posts

ପ୍ରଥମ ମହିଳା ଅଧ୍ୟକ୍ଷା ଭାବେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଦାୟିତ୍ୱ ଗ୍ରହଣ କଲେ ଶ୍ରୀମୟୀ ମିଶ୍ର

mahabharatanews

ପଞ୍ଚଭୂତରେ ଲୀନ ହେଲେ ସାହିତ୍ୟିକ ସାତକଡି ହୋତାଙ୍କ ମରଶରୀର

mahabharatanews

ଆଜି ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ, ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୭୦୫କୁ ବୃଦ୍ଧି

mahabharatanews