ଓଡିଶା

ଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣ

ବଡଚଣା/ବେଦପ୍ରକାଶ ନାୟକ : ଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣ | ସଡକ ଦୁର୍ଘଟଣାରେ ଦୁଇ ଆହତ | ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ଶୈବ ପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ସମୟରେ ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧିଛକ ଠାରେ ଘଟିଛି ଏହି ଅଘଟଣ | ଥଣ୍ତା ବୋଝେଇ ପିକଅପ ଭ୍ୟାନ ହାଣ ପଟକୁ ବୁଲିଲା ବେଳେ ଭାରସାମ୍ୟ ହରାଇ ପିଟି ହୋଇଗଲେ ବାଇକ ଆରୋହୀ | ପରେ ପଡି କ୍ଷତାକ୍ତ ହୋଇଛନ୍ତି | ସଂଗେ ସଂଗେ ସ୍ଥାନୀୟ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ଦୁଇ ଯୁବକ |

Related posts

ଆଶା, ଅଙ୍ଗନଓ୍ୱାଡି କର୍ମୀଙ୍କ ପାଇଁ ବଡ ଘୋଷଣା: ମୃତ୍ୟୁ ହେଲେ ପରିବାରକୁ ମିଳିବ ୬୦ ପର୍ଯ୍ୟନ୍ତ ଭତ୍ତା

mahabharatanews

୧୧ ତାରିଖଠାରୁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

mahabharatanews

ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଘ ପକ୍ଷରୁ”ବୀର ସଲେ”କାର୍ୟ୍ୟକ୍ରମ

mahabharatanews