ମନୋରଞ୍ଜନ

 ଏହି ସୋ’ରେ ଏବେ ନୂଆ ତାରକା

(ମୁମ୍ବାଇ) :  ଛୋଟ ପରଦାର ଲୋକପ୍ରିୟ କମେଡି ସୋ’ ‘ତାରକ ମେହେତା କା ଉଲଟା ଚଷମା’ ଆଜିକାଲି ବେଶ୍‌ ଚର୍ଚ୍ଚାରେ ରହିଛି। ଯାହାର କାରଣ ହେଉଛି ଏହି ସୋ’ରେ ଏବେ ନୂଆ ତାରକାଙ୍କ ପ୍ରବେଶ ହୋଇଛି। ସୋ’ର ସବୁଠାରୁ ମଜାଦାର ଚରିତ୍ର ଦୟାବେନ୍‌ଙ୍କୁ ‘ତାରକ ମେହେତା କା ଉଲଟା ଚଷମା’ରେ ଦର୍ଶକ ଦୀର୍ଘ ଦିନ ହେବ ଦେଖିବାକୁ ମିଳୁନଥିବାରୁ ‌ଦର୍ଶକ କହିଥିଲେ । ‌ତିବ ଏହି ପ୍ରଶ୍ନ ପରେ ନିର୍ମାତା ଅସିତ ମୋଦୀ ତାଙ୍କୁ ପୁଣି ଥରେ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ।

ସୂଚନାନୁଯାୟୀ ,ହେଲେ ଏବେ ଦୟାବେନ୍‌ଙ୍କ ଚରିତ୍ର ନିଭାଉଥିବା ଦିଶା ବକାନିଙ୍କୁ ଅବଶ୍ୟ ‌ଧାରାବାହିକରେ ଦେଖିବାକୁ ମିଳିନାହିଁ  ହେ‌ଲେ ଏ‌ବେ ଏହି ସୋ’ରେ ମିସେସ୍‌ ରୋଶନ ସିଂହ ସୋଡ଼ି ଭୂମିକାରେ ଜଣେ ନୂଆ ନାୟିକାଙ୍କୁ ଦେଖିବାକୁ ମିଳିବ। ତାଙ୍କ ଭୂମିକାରେ ନଜର ଆସିବେ ମନୋଜ ମେୱାଲା ।‘ତାରକ ମେହେତା କା ଉଲଟା ଚଷମା’ର ନିର୍ମାତା ଅସିତ ମୋଦୀ ମୋନାଜଙ୍କୁ ସ୍ୱାଗତ କରି କହିଛନ୍ତି, “ମୋନାଜ ମେୱାଲା ପାଇ ଆମେ ବହୁତ ଖୁସି।

Related posts

‘ଏହି କାରଣରୁ ଆମ ବୈବାହିକ ଜୀବନ ଭଲ ଚାଲିଛି’ : ପରିଣୀତି 

mahabharatanews

 ଅନିଲ କପୁରଙ୍କ ସମସ୍ତ ପୋଷ୍ଟ ଏବଂ ଫଟୋ ଡିଲିଟ

mahabharatanews

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ସନୀ ଲିଓନ

mahabharatanews