ମନୋରଞ୍ଜନ

କମାଲ କରୁଛି ‘ଆର୍ଟିକିଲ ୩୭୦’

(ମୁମ୍ବାଇ) : ଚଳଚ୍ଚିତ୍ର ‘ଆର୍ଟିକିଲ ୩୭୦’ ପ୍ରେକ୍ଷାଳୟରେ ରିଲିଜ ହୋଇଛି, ଯେଉଁଥିରେ ଆର୍ଟିକିଲ ୩୭୦ ଉଚ୍ଛେଦ ପଛର କାହାଣୀ ସହ ଏହାକୁ ନେଇ ଯେଉଁ ବିବାଦ ଦେଖାଯାଇଥିଲା, ତାହା ଦେଖିବାକୁ ମିଳିଛି। ଫିଲ୍ମର ପ୍ରଯୋଜନା ଆଦିତ୍ୟ ଧର କରିଥିବା ବେଳେ ଅଭିନେତ୍ରୀ ୟାମୀ ଗୌତମଙ୍କୁ ଏଥିରେ ଦମଦାର ଚରିତ୍ରରେ ଦେଖିବାକୁ ମିଳିଛି। ପ୍ରଥମ ଦିନରେ ଫିଲ୍ମଟି ୬.୧୨ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ଏହା ୯.୫୦ କୋଟିରେ ପହଞ୍ଚିଥିଲା। ଏପର୍ଯ୍ୟନ୍ତ, ମାତ୍ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ମୋଟ ୨୫.୪୫କୋଟି ଟଙ୍କା ସଂଗ୍ରହ କରିସାରିଲାଣି।

ସୂଚନାନୁଯାୟୀ , ଫିଲ୍ମରେ କିଭଳି ଭାବେ ‘ଆର୍ଟିକିଲ ୩୭୦’ ଉଚ୍ଛେଦ କରିବା ପାଇଁ ଭାରତ ସରକାର କଡ଼ା ପରିଶ୍ରମ କରିଥିଲେ ଏବଂ ଇତିହାସର ଫର୍ଦ୍ଦକୁ ଲେଉଟାଇ ସେଥିରୁ କିଭଳି ତଥ୍ୟ ସଂଗ୍ରହ କରି ‘ଆର୍ଟିକିଲ ୩୭୦’ ଉଚ୍ଛେଦ କରାଯାଇଥିଲା, ତାହା ଫିଲ୍ମରେ ଦେଖିବାକୁ ମିଳିଛି।

Related posts

ରଶ୍ମିକା-ବିଜୟ ପୁଣି ହେଲା ପ୍ୟାଚ୍ଅପ୍

mahabharatanews

ରିଲିଜ ହେଲା ଚଳଚ୍ଚିତ୍ର ‘ଖତ୍ରା, ଡେଞ୍ଜରିୟସ’ର ଟ୍ରିଜର

mahabharatanews

ଫିଲ୍ମ ‘ଦ କେରଳ ଷ୍ଟୋରି’କୁ କରଛାଡ଼ କଲେ ମୁଖ୍ୟମନ୍ତ୍ରୀ

mahabharatanews