ଭାରତ

କରୋନାର ନୂତନ ସବ୍-ଭାରିଆଣ୍ଟ ; ୨୧ଟି ମାମଲା ଚିହ୍ନଟ  

(ଦିଲ୍ଲୀ) : ଧୀରେ ଧୀରେ ପୁଣି ଦେଶରେ କରୋନାର ନୂଆ ଭାରିଏଣ୍ଟ ଚିନ୍ତା ବଢାଇବାରେ ଲାଗିଛି । ଏପର୍ଯ୍ୟନ୍ତ କରୋନାର ନୂତନ ସବ୍-ଭାରିଆଣ୍ଟ JN.1 ର ୨୧ଟି ମାମଲା ଚିହ୍ନଟ କରାଯାଇଛି । ସବ୍ ଭାରିଆଣ୍ଟ JN.1 ପ୍ରଥମେ ବିଦେଶରୁ ଆରମ୍ଭ ହୋଇଥିଲା ଏବଂ ଏହାର ପ୍ରଥମ ମାମଲା Luxembourg ଚିହ୍ନଟ କରାଯାଇଥିଲା ।

ସୂଚନାନୁଯାୟୀ , କେରଳରେ ଜାରି ରହିଥିବା ସର୍ଭେଲାନ୍ସରୁ ଜଣେ ରୋଗୀଙ୍କ ନମୂନାରୁ ଏଗି ସବ୍ ଭାରିଆଣ୍ଟ JN.1 ଚିହ୍ନଟ ହୋଇଥିଲା । ନଭେମ୍ବର ୧୮ ତାରିଖରେ ଥିରୁବନନ୍ତପୁରମ କାରାକୁଲମର ସଂପୃକ୍ତ ରୋଗୀଙ୍କ ଠାରୁ ନମୂନା ସଂଗ୍ରହ କରି RT-PCR ଟେଷ୍ଟ ପାଇଁ ପଠାଯାଇଥିଲା ଯାହା ପରେ JN.1 ଭାରିଆଣ୍ଟ ବୋଲି ଚିହ୍ନଟ କରାଯାଇଥିଲା ।

Related posts

ଗଣ ଛୁଟି; ବିମାନ କର୍ମଚାରୀଙ୍କୁ ବହିଷ୍କୃତ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

mahabharatanews

ଭୋଟ ଦେଲେ ରାଷ୍ଟ୍ରପତି ଦୌପତୀ ମୁର୍ମୁ

mahabharatanews

ଆଜିଠୁ ‘ଜି୨୦’ ବୈଠକ, ବାଦ ପଡିବ ଚୀନ୍

mahabharatanews