ମନୋରଞ୍ଜନ

ଏହି ତାରିଖରେ ଫିଲ୍ମ ‘ପୁଷ୍ପା : ଦ ରୁଲର

(ମୁମ୍ବାଇ) : ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା : ଦ ରୁଲର’ର ରିଲିଜ୍ ତାରିଖ ଘୋଷଣା ହୋଇଯାଇଛି । ଖୁ୍ବ୍ ଶୀଘ୍ର ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ହେବାକୁ ପାଇଁ ଯାଉଛି । ସୋସିଆଲ ମିଡିଆ ସାଇଟରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଯାଇଛି । ତେବେ ଚାଲନ୍ତୁ ଜାଣିବା କେଉଁ ତାରିଖରେ ରିଲିଜ୍ ହେବା ଫିଲ୍ମ ପୁଷ୍ପା-୨ ।

ସୂଚନାନୁଯାୟୀ , ପୁଷ୍ପାର ପାର୍ଟ-୨କୁ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଜାନୁଆରୀ ୨୯ରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ମେକର୍ସ ଫ୍ୟାନ୍ସଙ୍କୁ ଏନେଇ ସୂଚନା ଦେଇଛନ୍ତି । ଆଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ ପୁଷ୍ପା-୨ ୧୫ ଅଗଷ୍ଟ ୨୦୨୪ରେ ଏକାଧିକା ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ବର୍ତ୍ତମାନ ଏହାର ସୁଟିଂ ଆରମ୍ଭ ହୋଇଯାଇଛି ।

Related posts

  ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

mahabharatanews

ରିଲିଜ ହେଲା ‘Bloody Daddy’ର ଟ୍ରେଲର

mahabharatanews

୨୧ରେ ଓଟିଟି ପ୍ଲାଟଫର୍ମରେ  ଫିଲ୍ମ ‘ଲିଓ’

mahabharatanews