ଓଡିଶାରାଜନୀତି

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ୱର: କଂଗ୍ରେସ ଛାଡିଲେ ଅଂଶୁମାନ ମହାନ୍ତି । କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ।ରାଜନଗର ପୂର୍ବତନ ବିଧାୟକ ବିଧାୟକ ଅଂଶୁମାନ ବରିଷ୍ଠ କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ପୁଅ । ୨୦୧୪ ମସିହାରେ କଂଗ୍ରେସ ଦଳରୁ ରାଜନଗର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସକ୍ରିୟ ଭୂମିକା ନେଇଥିଲେ ଅଂଶୁମାନ । କୁତ୍ରା, ବଡ ଗାଁ, ରାଉରକେଲା ଓ ସୁନ୍ଦରଗଡର ନ୍ୟାୟ ଯାତ୍ରାରେ ଯୋଗ ଦେଇଥିଲେ । ଏବେ ସେ ବିଜେପିରେ ଯୋଗ ଦେବା ନେଇ ଖୁବ ଚର୍ଚ୍ଚ ହେଉଛି । ତେବେ ଏହାକୁ ନେଇ ବିଜେପି କିମ୍ବା ଅଂଶୁମାନ ମହାନ୍ତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପରିନାହିଁ

Related posts

ସାମାଜିକ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

mahabharatanews

ଉପମୁଖ୍ୟମନ୍ତ୍ରୀ ପାଇଁ ମନୋନୀତ ହେଲେ ଏହି ନେତା, ଆସନ୍ତା କାଲି ଶପଥ ସମାରୋହ

mahabharatanews

ରାଜ୍ୟରେ ୫୦୦ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

mahabharatanews