ଓଡିଶା

୨୪ ଘଣ୍ଟାରେ ଘନ କୁହୁଡ଼ି ସମ୍ଭାବନା

(ଭୁବନେଶ୍ୱର) : ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବ। ଆସନ୍ତା ଦୁଇ ଦିନ କୋରାପୁଟ, କନ୍ଧମାଳ, ରାୟଗଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

ସୂଚନାନୁଯାୟୀ,ଗତ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼ରେ ଅତି ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍‌ ରହିଥିଲା। ଦିନକୁ ଦିନ ଲଗାତାର ଭାବେ ରାତିରେ ଶୀତ ବଢୁଥିବା ବେଳେ ଲୋକଙ୍କୁ ଖରା ମଧ୍ୟ ଅନୁଭୂତି ହେବ ଆରମ୍ଭ ହୋଇଯାଇଛି  । ତେବେ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଉଥିବା ଆକଳନରୁ ଜଣାପଡ଼ିଭି

Related posts

ମହାମାୟୀ ଯାତ୍ରା ପାଇଁ ଦାରୁ ଖୁଣ୍ଟ ସ୍ଥାପିତ

mahabharatanews

୨ ହାତୀଙ୍କ ମୃତ୍ୟୁ, ବନବିଭାଗ ଉପରେ ପ୍ରଶ୍ନବାଚୀ   

mahabharatanews

ପାଟଣା ବ୍ଲକରେ ପ୍ରଥମ କରୋନା ଆକ୍ରନ୍ତା ଚିହ୍ନଟ

mahabharatanews