ଅପରାଧଓଡିଶା

ସ୍ମାର୍ଟ ସିଟିରେ ଝୁଲନ୍ତା ମୃତ ଦେହ ଉଦ୍ଧାର

(ଆଦର୍ଶ ରାଉତ/ମହାଭାରତ)ଭୁବନେଶ୍ୱର: ଆଜି ଭୁବନେଶ୍ଵର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ଏମଆଇଜି-୫୧ ଭଡାଘର ଭିତରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନା ଆର. ରଞ୍ଜିତା ରାଓ ବୋଲି ଜଣା ପଡିଛି। ସେ ଅଶୋକନଗର ୟୁକୋ ବ୍ୟାଙ୍କ ଶାଖାରେ କାର୍ଯ୍ୟରତ ଥିଲେ। ମୃତକଙ୍କ ଘର ନବରଙ୍ଗପୁର ଜିଲ୍ଲାରେ। ସେ ଭୁବନେଶ୍ୱରରେ
ତେବେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ସନ୍ଦେହଜନକ ଭାବେ ପୋଲିସ ମୃତଦେହ ଉଦ୍ଧାର କରିଛି। ତେବେ ଯୁବତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Related posts

ବାହାରିଲା ଓଜେଇଇ ରେଜଲ୍ଟ

mahabharatanews

ମନେପଡନ୍ତି ଉତ୍କଳମଣୀ

mahabharatanews

ମରିଗଲା ମାନବିକତା

mahabharatanews