ମନୋରଞ୍ଜନ

ରାମ ମନ୍ଦିରରେ ରାଜନେତ୍ରୀ ହେମାମାଳିନୀ 

(ମୁମ୍ବାଇ) :  ଐତିହାସିକ ରାମ ମନ୍ଦିରରେ ପହଞ୍ଚିଲେ ଅଭିନେତ୍ରୀ ତଥା ରାଜନେତ୍ରୀ ହେମାମାଳିନୀ ।  ଶୁକ୍ରବାର ଦିନ ଅଯୋଧ୍ୟାରେ ପହଞ୍ଚିଛନ୍ତି। ‘ସେ କହିଛନ୍ତି ‘ଦର୍ଶନ ଭଲରେ ଭଲରେ ହୋଇଗଲା। ଏଠାରେ ସମସ୍ତ ବ୍ୟବସ୍ଥା ଭଲ ଭାବେ ହୋଇଛି। ମନ୍ଦିର ଯୋଗୁଁ ଅନେକ ଲୋକ ରୋଜଗାରର ପନ୍ଥା ପାଇଛନ୍ତି।’’

ସୂଚନାନୁଯାୟୀ , ସେପଟେ ଧର୍ମେନ୍ଦ୍ର ଓ ହେମା ମାଲିନୀଙ୍କ ଝିଅ ତଥା ବଲିଉଡର ଅଭିନେତ୍ରୀ ଇଶା ଦେୱଲ ସ୍ବାମୀ ଭରତ ତଖତାନୀଙ୍କ ଠାରୁ ଅଲଗ‌ା ହେବାର ଘୋଷଣା କରି ଦେଇଛନ୍ତି। ଅନେକ ଦିନ ହେବ ଇଶା ଓ ଭରତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇ ଯାଇଥିବାର ଖବର ସାମ୍ନାକୁ ଆସିଥିଲା।

Related posts

ଶ୍ରେଷ୍ଠ ଏସୀୟ ସେଲିବ୍ରିଟି; ଶୀର୍ଷ ସ୍ଥାନରେ ଶାହରୁଖ

mahabharatanews

ଏହି କାରଣରୁ ବନ୍ଦ ହେଲା ‘ଦ କପିଲ ଶର୍ମା ସୋ’

mahabharatanews

“ଏକ ଯୁଗର ଅନ୍ତ ଘଟିଛି,” ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଉପରେ ପ୍ରଧାନମନ୍ତ୍ରୀ ମୋଦି କହିଲେ – ପ୍ରତ୍ୟେକ ପିଢ଼ିର ଜଣେ ପ୍ରିୟ ତାରକା ଚାଲିଗଲେ।

mahabharatanews