ଓଡିଶା

୨୧ରେ କଂଗ୍ରେସର ମହିଳା ସମାବେଶ

(ଭୁବନେଶ୍ୱର) :  ଆସନ୍ତା ୨୧ରେ କଂଗ୍ରେସର ମହିଳା ସମାବେଶ । ମହିଳା ଶକ୍ତି ପ୍ରଦର୍ଶନ କରିବେ ଦଳର ନୂଆ ମହିଳା ସଭାପତି ମିନାକ୍ଷୀ ବାହିନୀପତି । ଏଥିରେ ଯୋଗ ଦେବେ କଂଗ୍ରେସର ରାଷ୍ଟ୍ରୀୟ ମହିଳା ସଭାପତି ଅଳକା ଲାମ୍ବା ।

ସୂଚନାନୁଯାୟୀ ,  ମହିଳା ମାନେ ଆସି ଯୋଗ ଦେବେ ।ଆସନ୍ତା ୨୧ରେ କଂଗ୍ରେସ ପକ୍ଷରୁ ହେବ ମହିଳା ସମାବେଶ ହେବ ବୋଲି ସୂଚନା ଦେଇଛନ୍ତି ସଭାପତି ମିନାକ୍ଷା ବାହିନୀପତି । ସେପଟେ ଦଳ ଛାଡିଛନ୍ତି ନବୀନ । କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ । ଢେଙ୍କାନାଳରେ ପ୍ରେସମିଟ୍‌ରେ କଂଗ୍ରେସରୁ ଇସ୍ତଫା ଘୋଷଣା କଲେ ନବୀନ । ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ବି ଇସ୍ତଫା ଦେଇଛନ୍ତି ।

Related posts

ମାଲକାନାଗିରି ଜିଲ୍ଲାରୁ ତିନି କରୋନା ସଂକ୍ରମଣ ଚିହ୍ନଟ

mahabharatanews

 ନିର୍ବାଚନ ପ୍ରଚାର ପାଇଁ ଗାଡିର ଶୁଭାରମ୍ଭ କଲା କଂଗ୍ରେସ

mahabharatanews

ଜିଲ୍ଲା ସ୍ତରୀୟ କରୋନା ଭୂତାଣୁ ସଚେତନତା ସମ୍ପର୍କିତ ପ୍ରଶିକ୍ଷଣ ଶିବିର

mahabharatanews