ମନୋରଞ୍ଜନ

ଗିରଫ ହେଲେ ଅଭିନେତ୍ରୀ ସୋଫିଆ

(ମୁମ୍ବାଇ) : ଅଭିନେତ୍ରୀ, ମଡ଼େଲ ଏବଂ ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ସୋଫିଆ ହୟାତ୍‌ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରତିଥର ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ସୋଫିଆ ଏକ ଭିଡିଓ ପୋଷ୍ଟ କରି କାନ୍ଦିକାନ୍ଦି ଦୁବାଇରେ ତାଙ୍କ ସହ କ’ଣ ଘଟିଛି ତାହାକୁ ବଖାଣୁଥିବା ଶୁଣିବାକୁ ମିଳିଛି। ଜଣେ ପୁଲିସ ଅଧିକାରୀ ଆଉ ଜଣଙ୍କୁ କହୁଥିଲେ କି ମୁଁ କାଳେ ଜଣେ ବ୍ୟକ୍ତିଙ୍କୁ ଠାରୁ ଭାରତୀୟ ମୁଦ୍ରାରେ ୫ଲକ୍ଷ ୩୨ହଜାର ଟଙ୍କାର ଜୋରଜବରଦସ୍ତ ଲୁଟି ଆଣିଛି। ଆଉ ତାଙ୍କୁ ସେକ୍ସ ଭିଡିଓ ଭାଇରାଲ କରିଦେବି ବୋଲି ଧମକ ଦେଉଛି।

ସୂଚନାନୁଯାୟୀ , ଏହି ଭିଡିଓରେ ସୋଫିଆ କହୁଛନ୍ତି, ‘ମୋର ପୂର୍ବତନ ପ୍ରେମିକା ମୁବାରକ ଆଇସା ମୁବାରକ ମହମ୍ମଦ ଅଲ ମେରାଖୀଙ୍କୁ ଭେଟିବା ଏବଂ ବିବାହ କରିବା ପାଇଁ ଦୁବାଇ ଯାଇଥିଲି। ମୁଁ କିଛି ବୁଝିବା ପୂର୍ବରୁ ଦୁବାଇ ବିମାନବନ୍ଦରରୁ ପୁଲିସ ମୋତେ ଗିରଫ କରି ନେଇଥିଲା।

Related posts

ରିଲିଜର ୩୬ଦିନ ପୂର୍ବରୁ ୧କୋଟି ଆୟ କଲା ‘ସାଲାର’ 

mahabharatanews

ଖୁବ ଶୀଘ୍ର ଆସିବ ହ୍ରିତିକଙ୍କ ‘କ୍ରିଶ’ ସିକ୍ବେଲ 

mahabharatanews

 ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା

mahabharatanews