ମନୋରଞ୍ଜନ

ଗିରଫ ହେଲେ ଅଭିନେତ୍ରୀ ସୋଫିଆ

(ମୁମ୍ବାଇ) : ଅଭିନେତ୍ରୀ, ମଡ଼େଲ ଏବଂ ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ସୋଫିଆ ହୟାତ୍‌ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରତିଥର ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ସୋଫିଆ ଏକ ଭିଡିଓ ପୋଷ୍ଟ କରି କାନ୍ଦିକାନ୍ଦି ଦୁବାଇରେ ତାଙ୍କ ସହ କ’ଣ ଘଟିଛି ତାହାକୁ ବଖାଣୁଥିବା ଶୁଣିବାକୁ ମିଳିଛି। ଜଣେ ପୁଲିସ ଅଧିକାରୀ ଆଉ ଜଣଙ୍କୁ କହୁଥିଲେ କି ମୁଁ କାଳେ ଜଣେ ବ୍ୟକ୍ତିଙ୍କୁ ଠାରୁ ଭାରତୀୟ ମୁଦ୍ରାରେ ୫ଲକ୍ଷ ୩୨ହଜାର ଟଙ୍କାର ଜୋରଜବରଦସ୍ତ ଲୁଟି ଆଣିଛି। ଆଉ ତାଙ୍କୁ ସେକ୍ସ ଭିଡିଓ ଭାଇରାଲ କରିଦେବି ବୋଲି ଧମକ ଦେଉଛି।

ସୂଚନାନୁଯାୟୀ , ଏହି ଭିଡିଓରେ ସୋଫିଆ କହୁଛନ୍ତି, ‘ମୋର ପୂର୍ବତନ ପ୍ରେମିକା ମୁବାରକ ଆଇସା ମୁବାରକ ମହମ୍ମଦ ଅଲ ମେରାଖୀଙ୍କୁ ଭେଟିବା ଏବଂ ବିବାହ କରିବା ପାଇଁ ଦୁବାଇ ଯାଇଥିଲି। ମୁଁ କିଛି ବୁଝିବା ପୂର୍ବରୁ ଦୁବାଇ ବିମାନବନ୍ଦରରୁ ପୁଲିସ ମୋତେ ଗିରଫ କରି ନେଇଥିଲା।

Related posts

ନିଜର ମାଆଙ୍କ ସହିତ ରହୁଛନ୍ତି ଐଶ୍ବର୍ଯ୍ୟା

mahabharatanews

‘ଇଣ୍ତିଆନ୍ସ ପୋଲିସ୍ ଫୋର୍ସ’ ର ଟ୍ରେଲର ରିଲିଜ୍

mahabharatanews

 ଦ୍ବିତୀୟ ଅତିଥି ଅପେକ୍ଷାରେ ବିରାଟ ଓ ଅନୁଷ୍କା

mahabharatanews