ଭାରତ

କଂଗ୍ରେସରୁ ପ୍ରାର୍ଥୀ ହେବେ ସ୍ୱରା ଭାଷ୍କର

(ମୁମ୍ବାଇ) : ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଅଭିନେତା ଗୋବିନ୍ଦାଙ୍କୁ ଉତ୍ତର କେନ୍ଦ୍ରୀୟ ମୁମ୍ବାଇ ଲୋକସଭା ଗୋବିନ୍ଦାଙ୍କ ନାମ ଲୋକସଭା ପ୍ରାର୍ଥୀ ହେବା ପାଇଁ ଆଲୋଚନା ହେବା ପରେ ଏବେ କଂଗ୍ରେସ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ବଲିଉଡ ଅଭିନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ଯୋଜନା ଆରମ୍ଭ କରିଛି ।

ସୂଚନାନୁଯାୟୀ , ଅଭିନେତ୍ରୀ ସ୍ୱରା ଭାସ୍କର ଗୋବିନ୍ଦାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରିପାରନ୍ତି । ସ୍ୱରା କଂଗ୍ରେସରେ ଯୋଗଦେବେ ବୋଲି ସୂତ୍ରରୁ ପ୍ରକାଶ । କଂଗ୍ରେସର ବରିଷ୍ଠ ନେତାମାନେ ନିଶ୍ଚିତ କରିଛନ୍ତି ଯେ ସେମାନେ ସ୍ୱରା ଭାସ୍କରଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଚାର କରିବେ । କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ସ୍ୱରା ଭାସ୍କରଙ୍କୁ ସମର୍ଥନ କରିଛନ୍ତି । ସ୍ୱରା ଭାସ୍କରଙ୍କୁ ଅନେକ ସମୟରେ ବିଜେପିର ନୀତି ବିରୋଧରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥାଏ । ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହଦ ଅହମ୍ମଦ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ସମାଜବାଦୀ ପାର୍ଟିର ଯୁବ ବାହିନୀ ସମାଜବାଦୀ ଯୁବଜନ ସଭାର ମହାରାଷ୍ଟ୍ର ସଭାପତି ଅଛନ୍ତି ।

Related posts

ରକ୍ତସ୍ରାବ ପାଇଁ ହେଲା ସଦଗୁରୁଙ୍କ ମସ୍ତିଷ୍କ ସର୍ଜରୀ 

mahabharatanews

ନାସିକରେ ମୋଦିଙ୍କ ବିଶାଳ ରୋଡ ସୋ’ 

mahabharatanews

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews