ଓଡିଶା

ବିଜେଡିର ଦ୍ଵିତୀୟ ଲୋକସଭା ପ୍ରାର୍ଥୀ ତାଲିକା

(ଭୁବନେଶ୍ୱର) : ପୁଣି ଦ୍ଵିତୀୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ପ୍ରଥମେ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ପୁରୀ- ଅରୁପ ପଟ୍ଟନାୟକ ,ଢ଼େଙ୍କାନାଳ- ଅବିନାଶ ସାମଲ ଜଗସିଂହପୁର – ରାଜେଶ୍ବରୀ ମଲ୍ଲିକ ଆରଜେଡି- କନ୍ଧମାଳ- ଅଚ୍ୟୁତ ସାମନ୍ତ କଟକ – ସଂତୃପ୍ତ ମିଶ୍ର ।

 

Related posts

ଭିଜିଲାନ୍ସ ଜାଲରେ ଭବାନୀପଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ

mahabharatanews

ଦେଶୀ ମଦ ଜବତ କଲା ପୋଲିସ ,୩ ଗିରଫ

mahabharatanews

“ସମର୍ଥ” ଓ ସାଇଟ୍ ସେଭର୍ସ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ବିଶ୍ଵ ବ୍ରେଲି ଦିବସ ପାଳନ…

mahabharatanews