ଓଡିଶା

 ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବଢିବ ତାପମାତ୍ରା

(ଭୁବନେଶ୍ୱର) :  ରାଜ୍ୟରେ ଦିନ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ୩ ରୁ ୫ ଡିଗ୍ରୀ ବଢିବାର ଆଶଙ୍କା ରହିଛି । ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ କରାଯାଇଛି ଥିବା ବେଳେ ଝାରସୁଗୁ଼ଡ଼ାର ତାପମାତ୍ରା ୪୨.୬ ଡିଗ୍ରୀ, ବାଲେଶ୍ୱରର ୪୨.୨ ଡିଗ୍ରୀ, ସମ୍ବଲପୁରର ୪୧.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ହୀରାକୁଦ ୪୧.୪ ଡିଗ୍ରୀ ଚାନ୍ଦବାଲିରେ ୪୧.୨ ଡିଗ୍ରୀ, କେନ୍ଦୁଝରରେ ୪୦.୯ ଡିଗ୍ରୀ ଏବଂ ରାଉରକେଲାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

 ସେହିପରି ଝାରସୁଗୁଡ଼ାରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସମ୍ବଲପୁରର ତାପମାତ୍ରା ୪୧.୭, ହୀରାକୁଦର ତାପମାତ୍ରା ୪୧.୪ ଡିଗ୍ରୀ, ଚାନ୍ଦବାଲିରେ ୪୧.୨ ଡିଗ୍ରୀ, କେନ୍ଦୁଝର ୪୦.୯ ଏବଂ ରାରକେଲାରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

Related posts

ୟୁନଫର୍ମ ପିନ୍ଧିନଥିବାରୁ ଛାତ୍ରୀଙ୍କ ଲେଗିଙ୍ଗସ୍ ଖୋଲିଦେଲେ

mahabharatanews

ବିଶ୍ୱସ୍ତରୀୟ ବଲାଙ୍ଗୀବନ୍ଧ ପାର୍କ କାମ ଶେଷ କରିବାକୁ ମନ୍ତ୍ରୀଙ୍କ ତତ୍ପରତା

mahabharatanews

ଧାମରା ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ଶକ୍ତି କ୍ଲବ ପ୍ରଦର୍ଶନୀ ଅନୁଷ୍ଠିତ

mahabharatanews