ଓଡିଶା

୫ ଘଣ୍ଟା ପରେ ଉଦ୍ଧାର ହେଲା କଲରାପତରିଆ ବାଘ

(ବାରିପଦା) : ବାରିପଦାରେ ବନବିଭାଗ ଓ ସ୍ଥାନୀୟ ପୁଲିସର ଦୀର୍ଘ ୫ ଘଣ୍ଟାର ଅପରେସନ୍ ପରେ ଟ୍ରାଙ୍କୁଲାଇଜ୍ କରି ବାଘଟିକୁ ଉଦ୍ଧାର କରାଯାଇଛି।

ସୂଚନାନୁଯାୟୀ , ଆଜି ସକାଳ ପ୍ରାୟ ୬.୩୦ ମଧ୍ୟରେ ବାରିପଦା ସହରର ବୁଢିଖମାରୀ ଅଞ୍ଚଳରେ କିଛି ଲୋକ ପ୍ରଥମେ ବାଘଟିକୁ ଦେଖିଥିଲେ। ବାଘଟି ପାଚେରୀ ଡେଇଁ ଲୋକଙ୍କ ବାଡ଼ି ଭିତରକୁ ପସିଯିବାର ଦେଖି ସଙ୍ଗେ ସଙ୍ଗେ ଲୋକମାନେ ବନବିଭାଗ କୁ ଖବର ଦେଇଥିଲେ। ଖବର ପାଇ ବନବିଭାଗର କର୍ମଚାରୀ ଓ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବାଘଟିକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିବା ପାଇଁ ଚେଷ୍ଟା କରିଥିଲେ।

Related posts

ରାଉରକେଲା-ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼

mahabharatanews

୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

mahabharatanews

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୫ ତମ ଜନ୍ମତିଥି ଅବସରରେ ଜନ୍ମମାଟି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ

mahabharatanews