ମନୋରଞ୍ଜନ

ଭୋଟ ଦେଲେ ଗର୍ଭବତୀ ଦୀପିକା ପାଦୁକୋନ 

(ମୁମ୍ବାଇ) : ସ୍ୱାମୀ ରଣବୀର ସିଂଙ୍କ ହାତ ଧରି ଅଭିନେତ୍ରୀ ଦୀପିକା ପାଦୁକୋନ ସୋମବାର ଲୋକସଭା ନିର୍ବାଚନରେ ​​ଭୋଟ୍ ଦେଲେ । ଦୀପିକାଙ୍କ ବେବି ବମ୍ପ୍‌ ଉପରେ ସମସ୍ତଙ୍କ ନଜର ରହିଥିଲା । ଏକ ଧଳା ସାର୍ଟ ଏବଂ ନୀଳ ଜିନ୍ସ ପିନ୍ଧି ଯାଉଥିବାର ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ , ଗର୍ଭାବସ୍ଥାର ଦ୍ୱିତୀୟ ତ୍ରୈମାସିକରେ ଥିବା ଦୀପିକା ପାଦୁକୋନ ଓ ସ୍ବାମୀ ରଣଭୀର ସିଂ ଭୋଟ୍ ଦେବା ପାଇଁ ସେମାନେ ମତଦାନ ବୁଥରେ ପ୍ରବେଶ କଲାବେଳେ ପରସ୍ପରଙ୍କ ହାତ ଧରାଧରି ହୋଇଥିଲେ। ଗତ ଫେବ୍ରୁଆରି ୨୯ ତାରିଖରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ସେମାନଙ୍କର ଗର୍ଭଧାରଣ ଘୋଷଣା କରିଥିଲେ।

Related posts

ତ୍ରିଶାଙ୍କୁ ବାହାହେବେ ଥାଲାପତି!

mahabharatanews

ନିଜର ୧କୋଟି ଟଙ୍କାକୁ ଦାନ କରି ଚର୍ଚ୍ଚାରେ  ମହେଶ ବାବୁଙ୍କ ଝିଅ

mahabharatanews

‘ବିଗ୍‌ବସ୍‌’ସୁଟିଂ ଛାଡ଼ି ସ୍ପୋର୍ଟସ ଷ୍ଟୁଡିଓରେ ଭାଇଜାନ

mahabharatanews