ଭାରତ

ଭୋଟ ଦେଲେ ରାଷ୍ଟ୍ରପତି ଦୌପତୀ ମୁର୍ମୁ

(ଦିଲ୍ଲୀ) :  ଲୋକସଭା ନିର୍ବାଚନ ୨୦୨୪ ପାଇଁ ଆଜି ଜାରି ରହିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ୯ଟି ରାଜ୍ୟ ଏବଂ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ମତସାବ୍ୟସ୍ତ କରୁଛନ୍ତି ଭୋଟର । ଏହାରି ମଧ୍ୟରେ ରାଷ୍ଟ୍ରପତି ଦୌପତୀ ମୁର୍ମୁ ମତଦାନ କରିଛନ୍ତି ।

ସୂଚନାନୁଯାୟୀ , ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀର ଏକ ମତଦାନ ବୁଥରେ ଭୋଟ୍ ଦେଇଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନ ରାଜୀବ ଭଦ୍ରା ଏବଂ ଝିଅ ମୀରା ଭଦ୍ରା ମଧ୍ୟ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ ରେହାନ୍ ରାଜୀବ ଭଦ୍ରା କହିଛନ୍ତି, “ଏହା ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ। ସମ୍ବିଧାନକୁ ବଞ୍ଚାଇବାକୁ ଏବଂ ସକରାତ୍ମକ ପରିବର୍ତ୍ତନ ପାଇଁ ଭୋଟ୍ ଦେବାକୁ ମୁଁ ସମସ୍ତ ଯୁବକଙ୍କୁ ଅନୁରୋଧ କରୁଛି। “

Related posts

ଆମେରିକା ରିପୋର୍ଟର ବଡ ଖୁଲାସା ୨୦୨୬ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ !

mahabharatanews

କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବେ ନୂତନ ଗୃହରକ୍ଷୀ ବାହିନୀର କ୍ୟାଡେଟ୍

mahabharatanews

ଆଶ୍ଚର୍ଯ୍ୟ ହେଲେ ବି ସତ,୧୦ ବର୍ଷ ବାଳକର ରହଛି ୫୦ଟି ଦାନ୍ତ

mahabharatanews