ଭାରତ

୧ଟା ସୁଦ୍ଧା ଦେଶରେ ୩୯.୧୩ ପ୍ରତିଶତ ମତଦାନ 

(ଦିଲ୍ଲୀ) : ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଅ୍ରପରାହ୍ନ ୧ଟା ସୁଦ୍ଧା ଦେଶରେ ୩୯.୧୩ ପ୍ରତିଶତ ମତଦାନ ହୋଇଛି ।

ସୂଚନାନୁଯାୟୀ , ପଶ୍ଚିମବଙ୍ଗରେ ୫୪.୮୦ ପ୍ରତିଶତ ମତଦାନ ହୋଇଥିବା‌ ବେଳେ ହରିୟାଣାରେ ୩୬.୪୮ ପ୍ରତିଶତ ମତଦାନ ହୋଇଛି। ଦିଲ୍ଲୀରେ ୩୪.୩୭ ପ୍ରତିଶତ, ଝାଡଖଣ୍ଡରେ ୪୨.୫୪ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୩୫.୨୨ ପ୍ରତିଶତ, ଓଡିଶାରେ ୩୫.୬୯ ପ୍ରତିଶତ ମତଦାନ ହୋଇଛି। ଏହା ସହିତ ଉତ୍ତରପ୍ରଦେଶରେ ୩୭.୨୩ ପ୍ରତିଶତ ଏବଂ ବିହାରରେ ୩୬.୪୮ ପ୍ରତିଶତ ମତଦାନ ହୋଇଛି।

Related posts

‘ସ୍କୁପ୍‌’ର ରିଲିଜ୍‌ ବନ୍ଦ ପାଇଁ ଆବେଦନ କଲେ ଗ୍ୟାଙ୍ଗ୍‌ଷ୍ଟର୍‌ ଛୋଟା ରାଜନ୍‌

mahabharatanews

ବିଜେପିରେ ସାମିଲ ହେଲେ ଗୌରବ ଭଲ୍ଲବ

mahabharatanews

ଉଦ୍ଧାର ହେଲା ବୋରୱେଲରେ ପଡ଼ିଥିବା ୫ ବର୍ଷର ଝିଅ

mahabharatanews