ଭାରତ

ମୋହନ କୁମାର ପରିଡା ଗିରଫ

(ଭୁବନେଶ୍ୱର) : ମୋହନ କୁମାର ପରିଡାଙ୍କୁ ଗିରଫ । ମୋହନ way to aad India pvt. Ltd କମ୍ପାନୀର ମାଲିକଙ୍କ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି କମ୍ପାନୀ ୨୦୨୦ ରୁ ୨୦୨୩ମଧ୍ୟରେ ୨ଟି ସ୍କିମ୍ ମାଧ୍ୟମରେ ୨୬ପ୍ରତିଶତ ମାସକୁ ଟଙ୍କା ଦେବାକୁ କହି ଲୋକଙ୍କ ଠାରୁ ଟଙ୍କା ନେଇଥିଲେ । ଯାହାକି ଜମାକାରୀ ୩ମାସରେ ଜମା ଟଙ୍କାର ଦୁଇଗୁଣା ଟଙ୍କା ପାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ ।
ସୂଚନାନୁଯାୟୀ , ଏପରିକି ପ୍ରଥମେ ପ୍ରଥମେ କିଛି ଜମାକାରୀ ଏହି କମ୍ପାନୀ ଠାରୁ ଟଙ୍କା ପାଇବା ପରେ ଲୋଭନୀୟ ହୋଇ ଅଧିକରୁ ଅଧିକ ଟଙ୍କା ଲଗାଣ କରିଥିଲେ । ଏହିପରି ଭାବେ ଓଡ଼ିଶାରୁ ପାଖାପାଖି ୫୦କୋଟି ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ । ଏ ନେଇ କ୍ରାଇମବ୍ରାଞ୍ଚ୍ ର eow ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏ ନେଇ ତଦନ୍ତ କରିବା ପରେ ସମସ୍ତ ପ୍ରମାଣ ଆଧାରରେ ମୋହନ ପରିଡାଙ୍କୁ ଗିରଫ କରାଯାଇଛି ।

Related posts

ସୀମା ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ପାକିସ୍ତାନୀ ରେଞ୍ଜର

mahabharatanews

୫୦ତମ ପ୍ରଧାନ ବିଚାରପତି ହେବେ ଡି.ୱାଇ ଚନ୍ଦ୍ରଚୂଡ

mahabharatanews

ନଦୀକୁ ଖସିଲା ଶ୍ରଦ୍ଧାଳଙ୍କୁୁ ନେଇଯାଉଥିବା ଟ୍ରାକ୍ଟର, ୧୩ ମୃତ ୨୦ ଆହତ

mahabharatanews