ଓଡିଶା

ସ୍କୁଲ ଯିବ ଜଗା

କନ୍ଧମାଳ: ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି । ଜଗା ଏବେ ୧୦ ବର୍ଷରେ ପାଦ ଦେଇଥିବା ବେଳେ ତାର ପାଠପଢ଼ାକୁ ନେଇ ଜିଲ୍ଲାପାଳଙ୍କୁ ଭେଟି ଜଗାର ସ୍କୁଲ ଆରମ୍ଭ କରିବା ନେଇ ଆଲୋଚନା କରିଛନ୍ତି ପରିବାର ଲୋକେ । ଏନେଇ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ମଧ୍ୟ କରାଯାଇଛି ।

Related posts

 କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ 

mahabharatanews

ହଟ୍ଟଗୋଳ ଭିତରେ ୪ ବିଲ ପାରିତ

mahabharatanews

କୋଣାର୍କ ମାଘମେଳା ପାଇଁ ପ୍ରଥମ ବୈଠକ

mahabharatanews