ଭାରତରାଜନୀତି

ହେମନ୍ତ ସୋରେନ୍ ଙ୍କୁ ବେଲ୍

ଝାଡ଼ଖଣ୍ଡ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେଏମଏମ ନେତା ହେମନ୍ତ ସୋରେନଙ୍କୁ କୋର୍ଟର୍ରୁ ମିଳିଲା ଆଶ୍ୱସ୍ତି । ଜମି ଦୁର୍ନୀତି ମାମଲାରେ ଜାମିନ୍ ପାଇଛନ୍ତି ସୋରେନ । ଏହି ମାମଲାରେ ଆଜି ହାଇକୋର୍ଟର୍ ତାଙ୍କୁ ଜାମି ପ୍ରଦାନ କରିଛନ୍ତି ।
ଜାନୁଆରୀ ୩୧ରେ ଅର୍ଥର୍ ହେରଫେର ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା । ୯ ଥର ସମନ ପଠାଇବା ପରେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି ।

Related posts

ବୁଧବାର ଠାରୁ ୧୨ରୁ୧୪ ବର୍ଷ ବୟସ୍କ ପିଲାଙ୍କୁ ଦିଆଯିବ କୋଭିଡ୍ ଟୀକା

mahabharatanews

ମଣିପୁର ହିଂସା: ଦେଇପାରନ୍ତି  ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଇସ୍ତଫା

mahabharatanews

ଜନଗଣନା ମୋବାଇଲ ଆପରେ ହେବ

mahabharatanews