ଓଡିଶାରାଜନୀତି

ଗୃହକୁ ସୁରୁଖୁରୁରେ ଚଳାଇବାକୁ ସହଯୋଗ ଲୋଡିଲେ ବାଚସ୍ପତି

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ସରିଲା। ଗୃହ ସୁରଖୁରରେ ଚଲାଇବା ପାଇଁ ଆଲୋଚନା ହୋଇଛି। ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ,ଆଇନ ମନ୍ତ୍ରୀ,ସଂସଦୀୟ ବ୍ୟାପାର ମନ୍ତ୍ରୀ,ବିରୋଧୀ ଦଳ ମୁଖ୍ୟ ସଚେତକ,ଉପ ମୁଖ୍ୟ ସଚେତକ,କଂଗ୍ରେସ ବିଧାୟକ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି। ଡିସେମ୍ବର 31 ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Related posts

ସ୍ୱାସ୍ଥ୍ୟକେନ୍ଦ୍ର ଛାତରୁ କଂକ୍ରିଟ ଖସି ୩ ଆହତ

mahabharatanews

ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

mahabharatanews

ରଥଯାତ୍ରା ପ୍ରସ୍ତୁତି :  ସରିଲା ଚକ ନିର୍ମାଣ କାର୍ଯ୍ୟ

mahabharatanews