ଓଡିଶାରାଜନୀତି

ଗୃହକୁ ସୁରୁଖୁରୁରେ ଚଳାଇବାକୁ ସହଯୋଗ ଲୋଡିଲେ ବାଚସ୍ପତି

ଭୁବନେଶ୍ୱର: ସର୍ବଦଳୀୟ ବୈଠକ ସରିଲା। ଗୃହ ସୁରଖୁରରେ ଚଲାଇବା ପାଇଁ ଆଲୋଚନା ହୋଇଛି। ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ,ଆଇନ ମନ୍ତ୍ରୀ,ସଂସଦୀୟ ବ୍ୟାପାର ମନ୍ତ୍ରୀ,ବିରୋଧୀ ଦଳ ମୁଖ୍ୟ ସଚେତକ,ଉପ ମୁଖ୍ୟ ସଚେତକ,କଂଗ୍ରେସ ବିଧାୟକ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାଲି ଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି। ଡିସେମ୍ବର 31 ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Related posts

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

mahabharatanews

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକଙ୍କ ମରୁଡ଼ି, ଫାଙ୍କା ପଡ଼ିଛି ୬ ଭାଗରୁ ୫ ଭାଗ ପ୍ରିନ୍ସିପାଲ ପଦବୀ

mahabharatanews

ଭାଲୁ ଆକ୍ରମଣର ଶିକାର ହୋଇ ବୃଦ୍ଧ ଗୁରୁତର

mahabharatanews