ଓଡିଶାଦୁର୍ଘଟଣା

ଭାରସାମ୍ୟ ହରାଇ ବାଇକକୁ ପଛରୁ ପିଟିଲା କାର୍

ପୁରୀ ଜିଲ୍ଲା ପିପିଲି ଦରଜୀସାହି ଛକରେ ଏକ କଳା ରଙ୍ଗର କାର ଡ଼୍ରାଇଭରର ବେପରୁଆ ଗାଡ଼ିଚାଳନା ପାଇଁ ଦୁର୍ଘଟଣା  । ୫ ରୁ ଅଧିକ ଗୁରୁତର ପିପିଲି ମେଡିକାଲରେ ଭର୍ତ୍ତି ।  କାରଟି ପିପିଲି ବଜାର ଭିତରେ ଦୃତ ଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ପ୍ରଥମେ ବାମ ପଟେ ଯାଉଥିବା ଏକ ବାଇକୁ ଧକ୍କା ଦେଇ ଡାହାଣକୁ ଷ୍ଟେୟରିଂ କାଟିଥିଲା। ଫଳରେ ଡାହାଣ ପଟେ ଯାଉଥିବା ଆଉ ଏକ ବାଇକ୍ କୁ ଧକା ଦେଇ ଏକ ଦୋକାନ ଭିତରେ ପଶିଯାଇଥିଲା । ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ଗାଡିଟିକୁ ଜଵତ କରିବା ସହିତ  ଡ୍ରାଇଭରକୁ ଅଟକ ରଖିଛି ପୋଲିସ୍ । ତଦନ୍ତ ଚାଲିଛି ବୋଲି କହିଛି ପିପିଲି ପୋଲିସ ।

Related posts

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ

mahabharatanews

ରେଳ ଦୁର୍ଘଟଣା: ସିବିଆଇ ତଦନ୍ତ ଆରମ୍ଭ

mahabharatanews

ବାଉନସର ପ୍ରସଙ୍ଗରେ ମତ ପରିବର୍ତ୍ତନ କଲେ ସୁର

mahabharatanews