Category : ଦୁର୍ଘଟଣା

ଦୁର୍ଘଟଣାଦେଶ ବିଦେଶ

ଫାଟିଲା ଗ୍ୟାସ ସିଲିଣ୍ଡର:  ଗଲା ୪ ଜୀବନ 

mahabharatanews
ରୋଷେଇ ଚାଲିଥିବା ବେଳେ ହଠାତ୍‌ ଫାଟିଲା ଗ୍ୟାସ ସିଲିଣ୍ଡର। ବିସ୍ଫୋରଣର ୪ ଜଣ ପ୍ରାଣ ହରାଇଥିବା ବେଳେ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଉତ୍ତର ପ୍ରଦେଶର ଫତେପୁରରୁ ଏହି ଘଟଣା ଘଟିଛି। ପୂରା...
ଦୁର୍ଘଟଣାଦେଶ ବିଦେଶ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମନ୍ତ୍ରୀଙ୍କ ଝିଅଙ୍କ ସମେତ ୪ ମୃତ…

mahabharatanews
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚାଲିଗଲା  ୪ ଜୀବନ। ଟ୍ରକକୁ ଏକ କାର ପଛରୁ ଧକ୍କା ଦେବା ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଦୋମୁହାଣିର ମେରାଇନ ଡ୍ରାଇଭ ନିକଟ ହାଇ ୱେରେ ଏହି ଦୁର୍ଘଟଣା...
ଓଡିଶାଦୁର୍ଘଟଣା

ଦିଗପହଣ୍ଡି ଥାନା ସିଦ୍ଧିଖଣ୍ଡିରେ ଅଘଟଣ

mahabharatanews
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ସିଦ୍ଧିଖଣ୍ଡିରେ ଅଘଟଣ। ଗଜାନନଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ୮ମ ଶ୍ରେଣୀ ଛାତ୍ର ପୋଖରୀ ବୁଡ଼ି ମୃତୁ। ଦିଗପହଣ୍ଡି ମେଡ଼ିକାଲ୍ ରେ ମୃତ ଘୋଷଣା କଲେ ଡାକ୍ତର। ଖବର...
ଦୁର୍ଘଟଣା

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ଘୋଡ଼ାହାଡ଼ ନଦୀରେ ବୁଡ଼ି ୨ ନାବାଳକ ଛାତ୍ରଙ୍କ ମୃତ୍ୟୁ

mahabharatanews
ମୂର୍ତ୍ତି ବିସର୍ଜନ ବେଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଘୋଡ଼ାହାଡ଼ ନଦୀରେ ବୁଡ଼ି ୨ ଜଣ ନାବାଳକ ଛାତ୍ରଙ୍କର ଅକାଳ ମୃତ୍ୟୁ ଘଟିଛି।ମୃତ ୨ ଜଣ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ଗଜପତି ମାର୍ଗ ଅଞ୍ଚଳର...
ଓଡିଶାଦୁର୍ଘଟଣା

କେନାଲକୁ ଖସିଲା ନାନୋ କାର, ଅଳ୍ପକେ ବର୍ତ୍ତିଲେ ଚାଳକ

mahabharatanews
ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ପୁରୁଣା ଥାନା ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ନାଲି ରଙ୍ଗର ଟାଟା ନାନୋ କାର ଭାରସାମ୍ୟ ହରାଇ ପ୍ରଥମେ କଲଭର୍ଟ ପାଚେରୀରେ ଧକ୍କା ଦେଇ...
ଓଡିଶାଦୁର୍ଘଟଣା

କପିଳାସ ନିକଟରେ ହୋଇଥିବା ଦୁର୍ଘଟଣାରେ ଜଣେ ମୃତ

mahabharatanews
ଢେଙ୍କାନାଳ ଗଂଦିଆ ଥାନା ଅନ୍ତର୍ଗତ କପିଳାସ ହରିପୁର ରାସ୍ତାରେ ବସ୍ କାର ମୁହାଁମୁହିଁ ଧକ୍କା ଘଟଣା। ଦୁର୍ଘଟଣାରେ କାର୍ ଚାଳକ ମୃତ। ମୃତକ ହେଲେ ଭୁବନ ବନ୍ଦାଳ ସାହିର  ରଞ୍ଜିତ ମଲ୍ଲିକ। ତିନି ଗୁରୁତର...
ଦୁର୍ଘଟଣାଦେଶ ବିଦେଶଭାରତ

ପୁଣିଥରେ ଜଣେ ବ୍ୟକ୍ତିଙ୍କୁ ମାଡି ବସିଲା ସିଂହ ।

mahabharatanews
ଗାଇ ଚରାଳିକୁ ମାଡି ବସିଲା ସିଂହ । ଅଧମରା ଅବସ୍ତାରେ ପଡି ରହିଥିଲେ ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ପାଲିଟାନା ଠାରେ ଏଠାରେ ଜଣେ ବ୍ୟକ୍ତିଙ୍କୁ ସିଂହ ମାଡି ବସିଥିବାର...
ଦୁର୍ଘଟଣାଦେଶ ବିଦେଶ

ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଭୀର ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌

mahabharatanews
ପାକିସ୍ତାନର ଏକ ଅତ୍ୟନ୍ତ ଦୁଃଖଦ ଓ ବଡ଼ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ଏକ ଯାତ୍ରୀବାହୀ ବସ୍ ଅନିୟନ୍ତ୍ରିତ ହୋଇ ଗଭୀର ଖାଇକୁ ଖସିପଡ଼ିବା ଦ୍ୱାରା ମହିଳା ଏବଂ ଶିଶୁଙ୍କ...
ଦୁର୍ଘଟଣାଦେଶ ବିଦେଶ

ଟୋମ୍ବଲେନ୍‌ରେ ଏକ ବିମାନ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ…

mahabharatanews
ଫ୍ରାନ୍ସର ନାନସି ସହର ନିକଟସ୍ଥ ଫରାସୀ ସହର ଟୋମ୍ବଲେନ୍‌ରେ ଏକ ବିମାନ ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସର ଗୃହମନ୍ତ୍ରୀ ଘଟଣାସ୍ଥଳକୁ ଉଡ଼ି ଯାଇଛନ୍ତି ବୋଲି ଗୃହ ମନ୍ତ୍ରଣାଳୟ କହିଛି। ନ୍ୟୁଜ୍ ଏଜେନ୍ସି ରିପୋର୍ଟ...
ଅପରାଧଓଡିଶାଦୁର୍ଘଟଣା

ଜୁଆ ଆଡ୍ଡାରେ ପୋଲିସ ରେଡ୍, ଜଣଙ୍କର ମୃତ୍ୟୁ

mahabharatanews
ଅନୁଗୁଳ ଜିଲ୍ଲାରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ବେଆଇନ ଭାବେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିବା ବେଳେ ଘଟିଛି ଅଭାବନୀୟ ଅଘଟଣ। ପୋଲିସ କବଳରୁ ଖସି ପଳାଇବା...