ଓଡିଶାଦୁର୍ଘଟଣା

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଂସଦ

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଂସଦ । ଜଗତସିଂହପୁର-କଟକ- ମାଛଗାଁ ରାସ୍ତାର ହାଜିପୁର ଛକ ନିକଟରେ ଜଗତସିଂହପୁର ସାଂସଦ ବିଭୁ ତରାଇଙ୍କ କାର ଦୁର୍ଘଟଣା ଗସ୍ତ । ସାଂସଦଙ୍କ ଗାଡିକୁ ପଛରୁ ପିଟିଲା ଆଉ ଏକ କାର୍ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ସାଂସଦ ବିଭୁ ତରାଇ । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା କାର ସହ ଚାଳକୁ ବିରିଡି ଥାନାରେ ଅଟକ ରଖାଯାଇଛି । ତେବେ ଯାହା ସୂଚନା ରହିଛି ଜଗତସିଂହପୁର ସଦରମହାକୁମାକୁ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ସାଂସଦ ସମ୍ପୂର୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି ।

Related posts

କିଟକୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

mahabharatanews

ମାଲକାନାଗିରି ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ମୋବାଇଲ୍ ସେବା

mahabharatanews

ପାଟଣାବ୍ଲକ ଚେମଣା ପଞ୍ଚାୟତ ରେ ଆଉ ୨ କରୋନା ଚିହ୍ନଟ

mahabharatanews