ଅପରାଧଓଡିଶା

ଓଡ଼ିଶାରେ ଚାଲିଛି ନକଲି ବନ୍ଧୁକ କାରବାର

ଗୃହରେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର, ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ଚାଲିଛି ନକଲି ବନ୍ଧୁକ କାରବାର । ଗତ ୨ ବର୍ଷରେ ସାମ୍ନାକୁ ଆସିଲାଣି ୧୨୫୨ ମାମଲା । ନକଲି ବନ୍ଧୁକ କାରବାର ନେଇ ଗିରଫ ହେଲେଣି ୧୬୯୫ ଜଣ ଅଭିଯୁକ୍ତ ।

୨୦୨୩ରେ ୬୨୨ ମାମଲା ରୁଜୁ ହୋଇଥିବା ବେଳେ ୮୭୮ଜଣ ଗିରଫ ହୋଇଛନ୍ତି । ସେହିଭଳି ୨୦୨୪ରେ ୬୩୦ ମାମଲା ରୁଜୁ ହୋଇଥିବା ବେଳେ, ୮୧୬ ଜଣ ଗିରଫ ହୋଇଛନ୍ତି ।୨୦୨୪ରେ ସର୍ବାଧିକ ମୟୁରଭଞ୍ଜରେ ୮୮,ଭୁବନେଶ୍ୱରରେ ୬୫ ଓ ବାଲେଶ୍ୱରରେ ୪୭ ଟି ମାମଲା ରୁଜୁ ହୋଇଛି ।

Related posts

ଶନିବାର ପ୍ରକାଶ ପାଇବ +୨ ଆର୍ଟସ୍ ଫଳାଫଳ

mahabharatanews

ଦୁଇ ବର୍ଷ ହେବ ବିଜୁଳି ଅପେକ୍ଷାରେ ଚଳୁଛନ୍ତି ଗାଙ୍ଗଫୁଲା ଗ୍ରାମବାସୀ

mahabharatanews

ରାଜ୍ୟରେ ୪୪.୫ ଡିଗ୍ରୀ ଛୁଇଁଲା ପାରଦ

mahabharatanews