ଅପରାଧଓଡିଶା

କିସ୍ ଛାତ୍ର ମୃତ୍ୟୁ ଘଟଣାର ବଡ ଅପଡେଟ୍

କିସ୍ ଛାତ୍ର ମୃତ୍ୟୁ ଘଟଣାର ବଡ ଅପଡେଟ୍ । ଗତ ୧୨ ତାରିଖରେ ଘଟିଥିବା ଏହି ହତ୍ୟାକାଣ୍ଡକୁ ନେଇ, କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା । ମୃତ ଛାତ୍ର ଜଣଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ ସହପାଠୀ । ଡାଲି ପଡିଯିବାରୁ ପ୍ରଥମେ ସହପାଠୀଙ୍କ ସହ ଗଣ୍ଡୋଗଳ ହୋଇଥିଲା । ପରେ ବାଥରମ୍ ଭିତରେ ମୃତ ଛାତ୍ର ଜଣଙ୍କୁ ମାଡ ମାରିବା ସହ ଟଣ୍ଟିଚିପି ହତ୍ୟା କରିଥିଲେ ସହପାଠୀ । ଏପଟେ ୩ ଜଣ ଛାତ୍ରଙ୍କୁ ଅଟକ ରଖି ଇନଫୋସିଟି ଥାନା ପୋଲିସର ପଚରାଉଚରା ।

Related posts

କୋଭିଡ-୧୯ ପାଇଁ ନବରଙ୍ଗପୁର ଖ୍ରୀଷ୍ଟିୟାନ ହସ୍ପିଟାଲ ସହ ଏମଓୟୁ ସ୍ଵାକ୍ଷର

mahabharatanews

ରାସ୍ତା ନିର୍ମାଣ କାଳରେ ନକ୍ସଲଙ୍କ ତାଣ୍ଡବ

mahabharatanews

ଶେଷ ପର୍ଯ୍ୟାୟରେ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା 

mahabharatanews