ଓଡିଶା

ପୱନ ସରୋବର ଠାରେ ବ୍ରହ୍ମ କୁମାରୀ ର ନୁଆଁ ବର୍ଷରେ ନୁଆଁ ଚିନ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସମ୍ବଲପୁର ଜିଲ୍ଲା ଶାସନ ସ୍ଥିତ ପୱନ ସରୋବର ଠାରେ ବ୍ରହ୍ମ କୁମାରୀ ର ନୁଆଁ ବର୍ଷରେ ନୁଆଁ ଚିନ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନ ର ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇଥିଲେ । ସୁଦୂର ରସିଆ ରୁ ଆସିଥିବା ବ୍ରହ୍ମ କୁମାରୀ ସନ୍ତୋଷ ଦିଦି ଙ୍କ ମୁଖ ରୁ ଶୁଣିବାକୁ ମିଳିଥିଲା ଅନେକ ବାଣୀ ଯାହା ମଣିଷ ସମାଜ ପାଇଁ ଏହା ଏକ ଦିଗ ଦର୍ଶନ । ଆତ୍ମା ପରମାତ୍ମା, ଦେବା ଆଉ ନିଜକୁ ଶକ୍ତିଶାଳୀ ରଖିବା ର ମନ୍ତ୍ର ପ୍ରଦାନ କରିଥିଲେ । ଆଉ ବିଶେଷ କରି ଓଡିଶା ର କଳା ସଂସ୍କୃତି ଐତିହ ସାରା ବିଶ୍ୱ ରେ ପରିଚିତ ବୋଲି ମତ ରଖିଥିଲେ।

Related posts

ପୃଥକ ପୃଥକ ଥାନାରେ ଥାର୍ଡ ଡିଗ୍ରି

mahabharatanews

ଆଜି ପଶ୍ଚିମ ଓଡ଼ିଶାରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ 

mahabharatanews

 ପରିକ୍ରମା ପ୍ରକଳ୍ପ: ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ 

mahabharatanews