ଓଡିଶାରାଜନୀତି

ବଢୁଛି ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି ମାମଲା

ବଢୁଛି ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି ମାମଲା । ରାଜ୍ୟରେ ୧୦ ବର୍ଷ ରେ ସଡ଼କ ଦୁର୍ଘଟଣା ଜନିତ ମାମଲା ଏକ ଲକ୍ଷ ୧୩ ହଜାର ୩୨୫ ପ୍ରାଣ ହରାଇଛନ୍ତି । ୨୦୨୪ ରେ ୧୨ ହଜାର ୩୭୫ ମାମଲା ରୁଜୁ ହୋଇଥିବା ବେଳେ ୬ ହଜାର ୪୮୩ ଜଣଙ୍କ ଜୀବନ ଯାଇଛି । ସେହିଭଳି ୨୦୨୫ ରେ ୧୨ ହଜାର ୭୮୨ ମାମଲା ରୁଜୁ ହୋଇଥିବା ବେଳେ ୬ ହଜାର ୪୮୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ ବର୍ଷରେ ୫୩ ହଜାର ୪୫୧ ଜଣ ମୃତ୍ୟବରଣ କରିଛନ୍ତି । ଏତିସହିତ ୫୫ ହଜାର ୭୮୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେହିଭଳି ୪୫ ହଜାର ୧୪୬ ଜଣ ସାମାନ୍ୟ ଆହତ ହୋଇଛନ୍ତି । ବିଧାନସଭାରେ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

Related posts

ବାବା ଧବଳେଶ୍ୱର ୱେବ ମିଡ଼ିଆ ମହାସଂଘ ପକ୍ଷରୁ ସ୍ୱାଗତ ସମର୍ଦ୍ଧନା ମହୋତ୍ସବ

mahabharatanews

ଧର୍ମ ବିରୋଧୀ ଅଭିଯୋଗ ଆଣିଲା ଇସଲାମ ସମ୍ପ୍ରଦାୟ

mahabharatanews

ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକରାଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

mahabharatanews